Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhansu sekhar das

Classics Inspirational Others

4.5  

sudhansu sekhar das

Classics Inspirational Others

ପିତା

ପିତା

1 min
294


ଏ ଜୀବନ ଅନ୍ଧକାର ତେଜି,ଢାଳି ଦେଲ ଆଶାର ରୋଶନୀ

ସ୍ୱପ୍ନ ର ବଳୟେ ତନ୍ଦ୍ରାଚ୍ଛନ୍ନ ଭବିଷ୍ୟତ,

ତବ ପରଶରେ କରି କୁସୁମିତ

ଦେଇଛ ଏ ଜୀବନେ ସୁଖ ଶାନ୍ତିକୁ ଅଜାଡି,

ଥାଅ ପଛେ ଦୁଃଖ ର ପାହାଡେ ଯେତେ ଭାରାକ୍ରାନ୍ତ.୤

ତ୍ୟାଗ ର ପ୍ରତିରୁପ ,ତୁମେ ଇଶ୍ୱର ସ୍ୱରୁପ

ଏ ହୃଦୟେ ସଦୈବ ପୁଜିତ,

ତୁମ ନୀତି ଚିନ୍ତାଧାରା ସଦା ପ୍ରତୀତ

କାର୍ଯ୍ୟେ କାର୍ଯ୍ୟେ ପ୍ରତିଟି ମୁହୁର୍ତ୍ତ l

ତୁମ ପାଦ ଚିହ୍ନେ ଚିହ୍ନେ ଚାଲିବାକୁ ସଦା ଥିବ ଚେଷ୍ଟା

ଦେବ ପ୍ରତିମ ତୁମେ ଏ ଜୀବନେ କର୍ତ୍ତା ଧର୍ତ୍ତା ଦଇବ ବିଧାତା

ତୁମେ ପିତା!!!



Rate this content
Log in

Similar oriya poem from Classics