STORYMIRROR

Sushil Subhadeep Nayak

Abstract

2  

Sushil Subhadeep Nayak

Abstract

ପିଲାଦିନ

ପିଲାଦିନ

1 min
13.9K


ଏବେ ବି ମୋ ପିଲାଦିନ ସ୍ମୃତି

ଉଡି ବୁଲୁଚି ଗାଁ ପବନରେ,

ଗାଁ ପୋଖରୀ ପାଣିରେ ମୋ ନାଁ ଭାସୁଚି,

ବର ଓହଳରେ ମୋ ପରି ଛୁଆଟେ ଦୋଳି ଖେଳୁଛି,

ଆଉ ନଡ଼ାଗଦାରେ ଲୁଚକାଳି ଖେଳୁଚି ମୋ ପିଲାଦିନ..


ହେଲେ ଫରକ ଏତିକି,

ସେତେବେଳେ ସ୍ଥିର ଲାଗୁଥିଲା ଜୀବନ,

ଆଉ ଏବେ ଚହଲୁଚି

ସାରୁ ପତ୍ରରେ ଢଳ ଢଳ ପାଣି ପରି ।


#ସୁଶୀଳଶୁଭଦୀପ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushil Subhadeep Nayak

Similar oriya poem from Abstract