STORYMIRROR

mamata patra

Classics

4  

mamata patra

Classics

"ଫଗୁଣ ପୂର୍ଣମୀ "

"ଫଗୁଣ ପୂର୍ଣମୀ "

1 min
271

ଅସଲି ରଙ୍ଗରେ ହୋଲି

ଅସଲି ରଙ୍ଗରେ ହୋଲି

ମଖାଲା ରଙ୍ଗ ଦୁଇ ଦିନିଆ

    ଦୁଇ ଦିନେ ତ ଛାଡିଯିବା

ସମିୟା ରଙ୍ଗ ସବୁନୁ ଗାଢା

   ଡେରି ହେଲେ ବି ମିଟିଯିବା

ଦିହିର୍ ରଙ୍ଗ ତାର୍ ଠାନୁ ଫିକା

    ନକଲି ରଙ୍ଗ ଧୁଇ ହେଇଯିବା

ଫଗୁନର୍ ମହକ୍ ରଙ୍ଗ ରଙ୍ଗିଲା 

  ମୁହୁମୁଡି ବରଷ୍'ଟାକେ ଭାଗିଯିବା

ଜୁଆନ୍ ରଙ୍ଗ ଧେତ୍ କରୋନା

    ତାର୍ ମାଲ୍ ଅବ୍ ଗାର୍ ଚାଇନା

ଦିଲ୍ ରଙ୍ଗେ ପିଚ୍'କାରୀ ମାର୍'ମା

     ଅସଲି ରଙ୍ଗ ଆଏ ଦିଲ୍'ଦିବାନା

      ପିରତିର୍ ରଙ୍ଗ କାହ୍ନୁ ମାର୍ ଲେ,

   ରାଧାର୍ ଦିହେଁ ରଚେଇଦେଲେ   

ସେ ରଙ୍ଗକେ ମାଖି ଗୁରିରାଧା  

     ଦେହେଁନ ଛଁଚିକରି ରଖ୍ ଲେ        

ଭାବର୍ ରଙ୍ଗକେ ଲେପିଦେଲେ,

     ନାଇ ଛାଡେ ସେ ଅସ୍ ଲି ରଙ୍ଗ 

ଜୀବନ୍ ଯାକର୍ ସୋର୍ କରୁଥିବ   

   ପିଇକରି ସେ ଭାବର୍ ରସ୍ ଭଙ୍ଗ   ।


Rate this content
Log in

Similar oriya poem from Classics