STORYMIRROR

Akshayakumar Dash

Comedy Others

3  

Akshayakumar Dash

Comedy Others

ଓଲଟପାଲଟା

ଓଲଟପାଲଟା

1 min
171

ବସନ୍ତର ତଲାକ ଏଠି କୋଇଲି ବୈକୁଣ୍ଠ

ନେଟରୁ ରାସଲୀଳା , କୃଷ୍ଣର

ଅଚଳ ହେଲାଣି ଏଠି ପୋଥି

ଅଜା ଆଇ ଜେଜିବୁଢ଼ୀ ଆଉ

ଯେତେକ ସିନ୍ଦୁକ।


ଏବେ ସବୁ ଫାଷ୍ଟ ଫୁଡ଼

ଭୋକ ବେଳେ ଚୁଡା ଦହି

ଅରୁଚି ଲଗାଇ, କାଞ୍ଜିପାଣି ପୁଣି,

ଆମ ଭୋକ ସୀମା ନାହିଁ ।


ଉପଭୋଗ ମନ

ବିନା ସର୍ତ୍ତ ଦେହ ଦାନ

ଆଧୁନିକ ମୁଖା ତଳେ

ତାତି ଉଠେ ପ୍ରବୃତ୍ତି ଆଦିମ

ପ୍ରେମ ଏଠି କିଣାବିକା ବଜାର କି ହାଟ

ଛାତି ତଳେ ଦମ୍ଭିଲା ବସ୍ତୁର

ହୁଏନି ପ୍ରହାର ବରଂ ନିଧଡକ

ଚକଆଖି ଦେଖୁ ସବୁ ପ୍ରବଚନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Comedy