Sushree prangya Mohapatra
Abstract Action Inspirational
ନୂତନ ବର୍ଷର ନୂତନ କିରଣ ଆଶା ଯେ ସଭିଙ୍କୁ ଦେଉଛି
ମନରେ ସଦା ସେ ସାହସ
ସଂଚରି ସଭିଙ୍କୁ ଯୋଡ଼ି ରଖିିିଛି
ଆମରି ମନ ରେ ନୂତନ ଆଶା ସେ
ସର୍ବଦା
ଯୋଗାଇ ଦେଉଛି
ନୂତନ ବର୍ଷ ର
ଅଭିନନ୍ଦନ
ମୁଁ
ସଭିଙ୍କୁ
ହୃଦୟୁ
ଦେଉଛି
ଆମ ଗାଁ ରେ ସକା...
ନୂଆ ବର୍ଷ
ଇନ୍ଦ୍ର ଧନୁ
ଶ୍ରୀଜଗନ୍ନାଥ ଶ୍ରୀଜଗନ୍ନାଥ
ମନ୍ଦିରେ କବାଟ କିଳି ରହିଅଛ ଗ୍ରାସୁଛି କି ପ୍ରଭୁ ଭୟ । ମନ୍ଦିରେ କବାଟ କିଳି ରହିଅଛ ଗ୍ରାସୁଛି କି ପ୍ରଭୁ ଭୟ ।
ଭକ୍ତିଭାବ ଖେଳିଯାଉ ସାରା ଜଗତରେ ପୂଣ୍ୟଧାମ ସାଜୁ ଏ ଅଞ୍ଚଳ ତୁମ ମହିମାରେ ଭକ୍ତିଭାବ ଖେଳିଯାଉ ସାରା ଜଗତରେ ପୂଣ୍ୟଧାମ ସାଜୁ ଏ ଅଞ୍ଚଳ ତୁମ ମହିମାରେ
ଏ ସମୟ ଦିଏ ତୋତେ ଶିକ୍ଷା ଦୀନଧନୀ ସବୁସମ ମିଳିମିଶି ଚଳ ଏ ସମୟ ଦିଏ ତୋତେ ଶିକ୍ଷା ଦୀନଧନୀ ସବୁସମ ମିଳିମିଶି ଚଳ
ଯେଉଁଠି ବି ଅଛ ଦେଖୁଥିବ ଜାଣୁଥିବ ମନକଥା ଅନିଶ୍ଚିତତାରେ ଜୀବନଯାତ୍ରା ବୁଝିପାରିବ ବ୍ୟଥା, ଯେଉଁଠି ବି ଅଛ ଦେଖୁଥିବ ଜାଣୁଥିବ ମନକଥା ଅନିଶ୍ଚିତତାରେ ଜୀବନଯାତ୍ରା ବୁଝିପାରିବ ବ୍ୟଥା,
ଆସିଅଛେ ଏକା ଯିବା ଏକା ଏକା ଯିବେ ନାହିଁ କେହି କାହାରି ସଙ୍ଗେ । କାହିଁ ରାଗରୁଷା ଗର୍ ଆସିଅଛେ ଏକା ଯିବା ଏକା ଏକା ଯିବେ ନାହିଁ କେହି କାହାରି ସଙ୍ଗେ । କାହିଁ...
ସୁଖଦୁଃଖ ମେଘ ଜୀବନ ଆକାଶେ ଆସଇ ଓଠରୁ ହସ ଓ ନୟନୁ ବାରି ହୋଇ ଝରଇ, ସୁଖଦୁଃଖ ମେଘ ଜୀବନ ଆକାଶେ ଆସଇ ଓଠରୁ ହସ ଓ ନୟନୁ ବାରି ହୋଇ ଝରଇ,
ଜାଣିବାକୁ ଅଛି ସାହିତ୍ୟର ବିନ୍ଦୁ ବିସର୍ଗକୁ ସବୁ ଭାବନାକୁ ପାରୁନି ଶବ୍ଦ ଦେଇ କଲମେ ଜାଣିବାକୁ ଅଛି ସାହିତ୍ୟର ବିନ୍ଦୁ ବିସର୍ଗକୁ ସବୁ ଭାବନାକୁ ପାରୁନି ଶବ୍ଦ ଦେଇ କଲମେ
ଈଶ୍ବରଙ୍କ ଠାରେ ପ୍ରାର୍ଥନା ସଦା ତୋ' ସୁଖ ଆୟୁଷ ଈଶ୍ବରଙ୍କ ଠାରେ ପ୍ରାର୍ଥନା ସଦା ତୋ' ସୁଖ ଆୟୁଷ
ଭୀଷ୍ମ ପିତାମହ ପରି ଅନେକ ମହାମହା ଜ୍ଞାନୀ ଆଜି ମୋହ ଲୋଭ କ୍ଷମତା ଓ ସ୍ୱାର୍ଥେ ସଙ୍କୁଚିତ ସବୁ ଅଚେତ ଭୀଷ୍ମ ପିତାମହ ପରି ଅନେକ ମହାମହା ଜ୍ଞାନୀ ଆଜି ମୋହ ଲୋଭ କ୍ଷମତା ଓ ସ୍ୱାର୍ଥେ ସଙ୍କୁଚିତ ସ...
ବିଷସବୁ ପିୟୁଷର ବାସ୍ନାନେଇ ସମ୍ମୋହିତ କରେ ଆକାଂକ୍ଷା ପକ୍ଷୀର ଡେଣାଗୁଡ଼ିକ ଦୁର୍ବଳ ହୋଇଯାଏ ବିଷସବୁ ପିୟୁଷର ବାସ୍ନାନେଇ ସମ୍ମୋହିତ କରେ ଆକାଂକ୍ଷା ପକ୍ଷୀର ଡେଣାଗୁଡ଼ିକ ଦୁର୍ବଳ ହୋଇଯା...
କଠୋର ଦଣ୍ଡ ବ୍ୟବସ୍ଥା କରନ୍ତି ରାଜନ ସୁଶାସକ ରୂପେ ପ୍ରଜା କରନ୍ତି ପାଳନ | କଠୋର ଦଣ୍ଡ ବ୍ୟବସ୍ଥା କରନ୍ତି ରାଜନ ସୁଶାସକ ରୂପେ ପ୍ରଜା କରନ୍ତି ପାଳନ |
ସେଦିନ ତୁ ଧୋ ଧୋ ବାୟାଗୀତ ଶୁଣୁଥିଲୁ ଜହ୍ନମାମୁଁକୁ ସାକ୍ଷୀରଖି କେତେ ଭାତ ଡାଲମା ଚକଟା ଟକ ଟକ ଗ ସେଦିନ ତୁ ଧୋ ଧୋ ବାୟାଗୀତ ଶୁଣୁଥିଲୁ ଜହ୍ନମାମୁଁକୁ ସାକ୍ଷୀରଖି କେତେ ଭାତ ଡାଲମା ଚ...
ହଁ ଏଥିରୁ କେଉଁ ଗୋଟିଏ ବି ଉପାଦାନ ଏକା ଏକା ଖାଦ୍ୟ ଅନୁପଯୋଗୀ ଓ ସ୍ୱାସ୍ଥ୍ୟ ହାନିକର କେହି କେହି ଏ ହଁ ଏଥିରୁ କେଉଁ ଗୋଟିଏ ବି ଉପାଦାନ ଏକା ଏକା ଖାଦ୍ୟ ଅନୁପଯୋଗୀ ଓ ସ୍ୱାସ୍ଥ୍ୟ ହାନିକର ...
ଶ୍ରୀରାମ ଲକ୍ଷ୍ମଣ ଜନକ ଦୁହିତା ବସିଥିଲେ ଏକ ମେଳେ ରାମ ଅବତାର ସାର୍ଥକ ର ବାର୍ତ୍ତା ଭାଳୁଥାନ୍ତି ସେହ ଶ୍ରୀରାମ ଲକ୍ଷ୍ମଣ ଜନକ ଦୁହିତା ବସିଥିଲେ ଏକ ମେଳେ ରାମ ଅବତାର ସାର୍ଥକ ର ବାର୍ତ୍ତା ଭାଳୁଥାନ...
ଓଡ଼ିଆ ଭାଷାର ଦୟନୀୟ ସ୍ଥିତି ତଥାପି ଆଦର ଏଠି, ମାଁ ମାତୄଭାଷାର ମହତ୍ତ୍ଵ ରଖନ୍ତି ଓଡ଼ିଆ ଭାଷୀ ହିଁ ଏଠି।୨। ଓଡ଼ିଆ ଭାଷାର ଦୟନୀୟ ସ୍ଥିତି ତଥାପି ଆଦର ଏଠି, ମାଁ ମାତୄଭାଷାର ମହତ୍ତ୍ଵ ରଖନ୍ତି ଓଡ...
ସନ୍ଧ୍ୟା ସନ୍ଧ୍ୟା
ସୁପରମ୍ୟାନ ସୁପରମ୍ୟାନ
ତଥାପି ଦୁଃଖର ହାଟେ ବିକାହୁଏ ସୁଖର ଦଉଡ଼ି ଅଭାବୀ ଲୋକ ବି ଚଢ଼େ ଅନ୍ଧାରରେ ଆଲୁଅର ଶିଡ଼ି । ତଥାପି ଦୁଃଖର ହାଟେ ବିକାହୁଏ ସୁଖର ଦଉଡ଼ି ଅଭାବୀ ଲୋକ ବି ଚଢ଼େ ଅନ୍ଧାରରେ ଆଲୁଅର ଶିଡ଼ି ।
ସ୍ନେହ ପ୍ରେମ ପ୍ରୀତି ରଖିବ ସାଇତି ସୁଖେ ଦିଅ ନାହିଁ ଢାଳି ବିପଦ ପଡିଲେ ବନ୍ଧୁଙ୍କୁ ଚିହ୍ନବ ତା ହସ୍ ସ୍ନେହ ପ୍ରେମ ପ୍ରୀତି ରଖିବ ସାଇତି ସୁଖେ ଦିଅ ନାହିଁ ଢାଳି ବିପଦ ପଡିଲେ ବନ୍ଧୁଙ୍କୁ ଚିହ...