STORYMIRROR

Dr. Diptiranjan Behera

Romance Classics Fantasy

2  

Dr. Diptiranjan Behera

Romance Classics Fantasy

ନିଷ୍ଠାରେ

ନିଷ୍ଠାରେ

1 min
125

ରଙ୍ଗତୁଳି ଧରି ତୁମ ସୁନ୍ଦରତା 

ଆଙ୍କି ପାରିଲିନି ପୃଷ୍ଠାରେ 

ଧନ୍ୟ ସେହି ଶିଳ୍ପୀ ପାଷାଣକୁ ଚିରି

ଆକାର ଦେଲା ଯେ ନିଷ୍ଠାରେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance