ନେତା ନୁହେଁ ସିଏ
ନେତା ନୁହେଁ ସିଏ
ନେତା ନୁହେଁ ସିଏ, ଯିଏ ନିଜ ପାଇଁ ବଞ୍ଚେ
ସେବା କର୍ମ ନାମେ, ସ୍ୱାର୍ଥପର ସାଜି ଧନ ସଞ୍ଚେ
ଯାହାକୁ ଘୃଣ୍ୟନ୍ତି ଆଜନତା ସନ୍ତତି
ସେ ତ କାପୁରୁଷ, ନିରାଦର୍ଶ,ସମାଜେ ମହାବିପତ୍ତି ।
ନେତା ନୁହେଁ ସିଏ, ଯିଏ ଜାତି ପ୍ରେମେ ରଙ୍ଗେ
ଅନ୍ୟର କ୍ଳେଶକୁ ନିଜ ମନା କରି ,ଯେ ନିଭାଏ ଅଙ୍ଗେ
ଯାହାଙ୍କୁ ପୂଜନ୍ତି ଶହ ଶହ ନରନାରୀ
ସେ ମହାପୁରୁଷ, ମହାଦର୍ଶ,ଜଗତ କଲ୍ୟାଣେ ମହାରଥୀ ।
