Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhumi tanaya Hota

Inspirational

2.1  

Bhumi tanaya Hota

Inspirational

ନାରୀ

ନାରୀ

1 min
427


ସବୁ ନାରୀ ମଧ୍ୟେ ଲୁଚି ରହିଅଛି ନାରାୟଣୀ ରୁପ ଟିଏ ଅତ୍ୟାଚାର ଅନାହାର ସମୟରେ ନାରାୟଣୀ ରୂପ ନିଏ ।


ଦେବୀ ପାର୍ବତୀ ଧାରଣ କଲେ ଯେ ମହାକାଳୀଙ୍କର ରୂପ

ଅସୁରଙ୍କୁ ମାରି ଦେଖାଇଗଲେ ଯେ ନାରୀଙ୍କୁ ବି ସେହି ମାର୍ଗ ।


ଆଜି ମଧ୍ୟ ମୁହିଁ କହିବାକୁ ଚାହେଁ ସବୁ ନାରୀ ମାନଙ୍କୁ

ନୁହେଁ ସେ ଦୁର୍ବଳା ନୁହେଁ ଅବନା ଶକ୍ତିରେ ତା ଦେହ ଗଢା ।


ନାରୀ ସହିବନି ଆଉ ଦୁଃଖ କଷ୍ଟ ଏ ନୃଶଂସ ଦୁନିଆରେ

ଆର୍ଶୀବାଦ ନେଇ ମହାକାଳୀଙ୍କର ସେ ମଧ୍ୟ ବଢିବ ଆଗେ ।


Rate this content
Log in

More oriya poem from Bhumi tanaya Hota

Similar oriya poem from Inspirational