STORYMIRROR

Bhumi tanaya Hota

Abstract

2  

Bhumi tanaya Hota

Abstract

ନାରୀ

ନାରୀ

1 min
3.0K

ସବୁ ନାରୀ ମଧ୍ୟେ ଲୁଚି ରହିଅଛି

ନାରାୟଣୀ ରୁପ ଟିଏ

ଅତ୍ୟାଚାର ଅନାଚାର ସମୟରେ

ନାରାୟଣୀ ରୁପ ନିଏ

ଦେବୀ ପାର୍ବତୀ ଧାରଣ କଲେ ଯେ

ମହାକାଳୀଙ୍କର ରୂପ

ଅସୁରଙ୍କୁ ମାରି ଦେଖାଇଗଲେ ଯେ

ନାରୀଙ୍କୁ ବି ସେହି ମାର୍ଗ

ଆଜି ମଧ୍ୟ ମୁହିଁ କହିବାକୁ ଚାହେଁ

ସବୁ ନାରୀ ମାନଙ୍କୁ

ନୁହେଁ ସେ ଦୁର୍ବଳା ନୁହେଁ ସେ ଅବଳା

ଶକ୍ତି ରେ ତା ଦେହ ଗଢା

ନାରୀ ସହିବନି ଆଉ ଦୁଃଖ କଷ୍ଟ

ଏ ନୃଶଂସ ଦୁନିଆରେ

ଆର୍ଶୀବାଦ ନେଇ ମହାକାଳୀଙ୍କର

ସେ ମଧ୍ୟ ବଢିବ ଆଗେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhumi tanaya Hota

ନାରୀ

ନାରୀ

1 min ପଢ଼ନ୍ତୁ

ନାରୀ

ନାରୀ

1 min ପଢ଼ନ୍ତୁ

Similar oriya poem from Abstract