Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Liza🤥 Senapati

Inspirational

3  

Liza🤥 Senapati

Inspirational

ମୁଁ ଯୋଦ୍ଧା

ମୁଁ ଯୋଦ୍ଧା

1 min
12.2K


ହାରିବି ନାହିଁ ମୁଁ,ଫେରିବି ନାହିଁ ମୁଁ,

ପଛଘୁଞ୍ଚା ନାହିଁ ମୋ ଜାତକେ ଲେଖା,

ମୁଁ ବୀର ,ମୁଁ ଯୋଦ୍ଧା

କା ପୁରୁଷ ସିନା ଯାଏ ହାରି,

ମୁଁ ତ ଯୋଦ୍ଧା ମାଟିର ସନ୍ତାନ,

କେତେ କେତେ ବୀର ,

କେତେ କେତେ ଯୋଦ୍ଧା,

ଦେଇଗଲେ ପ୍ରାଣ ,

ଏ ମାଟିର ରଖି ଟେକ,

ମୋ ଜାତି କେବେ ,

ନଇଁ ନି କା ଆଗେ,

ମୁଁ କାଇଁ ପଡିବି ଥକି,

ଯୋଦ୍ଧା ମାଟିର ତିଲକ,

ଲାଗିଚି ମଥାରେ ମୋର,

ସତ୍ୟ,ଧର୍ମ କୁ ଅସ୍ତ୍ର କରି,

ଯିତିଜିବି ବାଜି ମୋର,

 ଲକ୍ଷ୍ୟ ମୋର ଏକ ,

ସାହାସ ର ସାଥେ ମୁଁ ଲଢିବି,

ଜୀବନ ବାଜି ମୋ ଜିତିବି,

ମୋ ଲକ୍ଷ୍ୟ ମୋ ସ୍ୱପ୍ନ ,

ମୁଁ ହାରିବି ନାହିଁ,ପଛକୁ ଫେରିବି ନାହିଁ।


Rate this content
Log in

Similar oriya poem from Inspirational