STORYMIRROR

Sonita Panda

Romance

3  

Sonita Panda

Romance

"ମୁଁ" କେବଳ ତୁମର

"ମୁଁ" କେବଳ ତୁମର

1 min
240

ବରଷାରେ ନହେଲା ନାହିଁ,

ନିଦାଘେ ମୁଁ ରହିିିିବି ଚାହିଁଁ।

ମୟୂରୀ ନହେଲେ ନାହିଁ,

ଚାତକୀ ତ ହେବି ମୁହିଁ।

ପଦ୍ମ ନ ହେଲେ ନାହିିଁ,

ସୂର୍ଯ୍ୟମୁଖୀ ହେବି ମୁୁୁହିଁଁ।

ପାଖରେ ନହେଲେ ନାହିଁ

ଦୂରରେ ତ ଥିବି ମୁହିଁ।

ଯେଉଁଠି ବିି ଥିଲେ ତୁମେ,

ତୁମ ପ୍ରେମର ପାଗଳିନୀ ମୁହିଁ।

ତୁମର ଟିକିିଏ ପରଷ ପାଇଁ,

ସାରା ଜୀବନ ରହିବି ଚାହିଁ।


Rate this content
Log in

Similar oriya poem from Romance