STORYMIRROR

Sonita Panda

Tragedy

3  

Sonita Panda

Tragedy

ତୁମ ବିନା

ତୁମ ବିନା

1 min
181

ଶୂନ୍ ଶାନ୍ ଲାଗେ ଆଜି ମନର ଅଗଣା

           ତୁମେ ନାହଁ ସାଥୀ

ତୁମ ବିନା କଣ୍ଟକିତ ମୋ ଜୀବନର ପଥ

        ଦିଗହୀନ ମୁଁ ଅତି ସନ୍ତାପିତ

ତୁମରି ବାହୁରେ ମୁଁ କାଟିଛି କେତେ ରାତି କେତେଦିନ

ତୁମରି କୋଳରେ ମୁଁ ଦେଖିଛି କେତେ ଯେ ସପନ

ସବୁ ଆଜି ମନେପଡେ ଗୋଟି ଗୋଟି ହୋଇ

ବାକି ଯାହା ତୁମେ ନାହଁ ମୁଁ ତୁୁୁମକୁ କହିବା ପାଇଁ

ଆସ ଥରେ ଦେଖିିିିଯାଅ ତୁମ ପ୍ରେୟସୀର ବ୍ୟଥା 

ଦେଖିଲେ ଜାଣିିବ ତୁମେ, ମୋ କଥା ନୁହଇ ଅନ୍ୟଥା

ତୁମେ ମୋର ପ୍ରାଣପ୍ରିୟ, ପ୍ରାଣର ଦେବତା

ତୁମ ବିନା ଲିିଭିଯିବ ମୋ ଜୀବନ ସଳିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy