Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ମୁଖ ନିଃସୃତ ବାଣୀ

ମୁଖ ନିଃସୃତ ବାଣୀ

1 min
148



ଭଗବାନ ଶ୍ରୀ କୃଷ୍ଣଙ୍କ ବାଣୀ ଦିଶା ଦେଖାଉଛି

ଜୀବନ ର ଦୁଃଖ କଷ୍ଟ ସେ ହରି ନେଉ ଅଛି ।


କେତେ ସମସ୍ୟାର ସେ ସମାଧାନ କରୁଛି

ଆଗକୁ ବଢିବାର ରାସ୍ତା ସେ ସଦା ଦେଖାଉଛି ।


ଗୀତା ଶ୍ରୀ କୃଷ୍ଣ ଅର୍ଜୁନ କୁ ଶୁଣାଇ ଥିଲେ

ଅର୍ଜୁନ ମାଧ୍ୟମ ରେ ଜଗତ ଜାଣିଲେ ।


ଗୀତା ଆମକୁ ମୁକ୍ତି ର ପଥ ଦେଖାଇ ଦିଏ

ଗୀତା ଆମକୁ ତ୍ୟାଗ କରିବା ଭାବ ଶିଖାଏ ।


ଗୀତା ପଢିଲେ ଜୀବନ ବଦଳି ଯିବ

ଗୀତା ଆମ ଜୀବନରେ ସମତା ବି ଶିଖାଇବ ।


ଗୀତା ପଢି ଆସ ଆଗକୁ ଆଗେଇ ଯିବା

ଆମ ଧର୍ମ ର ପଥ ରେ ଆମେ ଈଶ୍ୱରଙ୍କୁ ପାଇବା ।


କେତେ ଦୁର୍ଲଭ ସେ ବାଣୀ କେବେ ଭୁଲିବା ନାହିଁ

ଭଗବାନ ଙ୍କ ମୁଖ ନିଃସୃତ ବାଣୀ ଶୁଣିବା ଭାଇ ।


Rate this content
Log in

Similar oriya poem from Inspirational