STORYMIRROR

Somanath Pradhan

Romance

3  

Somanath Pradhan

Romance

ମୋ ପ୍ରେମରେ

ମୋ ପ୍ରେମରେ

1 min
267

ତୋତେ କହୁଛି ମୋ ଲୁହ ଧାରରେ

ପ୍ରିୟା ଲୋ କାହିଁକି ଅଛୁ ତୁ ଦୁରେ

ତୋ ବିନା ଲାଗୁଛି ନାହିଁ ମୁଁ କିଛି

କାହିଁକି ଲୋ ପ୍ରିୟା ମୁଁ ବଞ୍ଚିଛି ।


ସପନ ଦେଖୁଛି ମୋର ତୁମର

ହେବ ଲୋ ମିଳନ କେବେ ଆମର

ତୋ ସହ ଥିବି ମୁଁ ଆଖି ମିଶେଇ

ତୋହରି ବାଟକୁ ଚାହେଁ ଅନେଇ ।


ଅଭିମାନ ଲୋ ଆଉ ସହି ହେଉନି

ହୁଅ ନାହିଁ ଆଉ ଏତେ ନିର୍ଦଇ

ଛାତିରେ କମ୍ପନ ଗଲାଣି ବଢି

ଆଲିଙ୍ଗନ କର ନ କରି ଡେରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Somanath Pradhan

Similar oriya poem from Romance