STORYMIRROR

ସୁଜିତ କୁମାର ପ୍ରଧାନ

Romance

2  

ସୁଜିତ କୁମାର ପ୍ରଧାନ

Romance

ମୋ ପ୍ରେମର ପରିଭାଷା

ମୋ ପ୍ରେମର ପରିଭାଷା

1 min
5.3K


ତୋପାଇଁ ମୋ ହୃଦ‌‍ରେ ମନ୍ଦିର ତୋଳିଛି

ହେଲେ ସେ ମନ୍ଦିରେ ଦରଜା ନାହିଁ,

କେବେ ତୁ ଆସିବୁ ଦେବୀ ତୁ ସାଜିବୁ

ଖୋଲା ରଖିଛି ଏଇଥିପାଇଁ।

ମୋ ମନରେ ନାହିଁ ଟିକେବି କାମନା

ଛଳନା ନାହିଁ ମୋ ପ୍ରେମରେ,

ତୋପାଇଁ ସାଜିବି ପ୍ରେମର ପୂଜାରୀ

କେବେ ଭାବି ନଥିଲି ମୁଁ ସ୍ବପ୍ନରେ।

କିଫୁଲେ ମୁଁ ସଜାଇବି ତୋତେ

ଶୃଙ୍ଗାର କେମିତି ହେବୁ ତୁ କହ,

ଚାଲି ଯିବାର ନାଁ ତୁ ଧରିବୁନି

ତୋ ଆଖିରେ କେବେ ଦେବିନି ନି ମୁଁ ଲୁହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance