STORYMIRROR

rohan kumar raula

Inspirational

4  

rohan kumar raula

Inspirational

ମୋ ଜନ୍ମ ଭୁମିର ସମ୍ମାନ

ମୋ ଜନ୍ମ ଭୁମିର ସମ୍ମାନ

1 min
525

ଚିକଲଖଣ୍ଡି ପଞ୍ଚାୟତ ଗାଁ

ପୁରୁଣାପାଟଣା ତାର ନାଁ ................(୧)

ଧୂଳିରେ ସରଗ ସେତ ମୋର ମାଟି ମା 

ପୁରୁଣାପାଟଣା ତାର ନାଁ ...............(୨)

ଛୋଟ ଏହି ମୋର ଗାଁ ଟି 

ରଖିବା ତାର ନାଁ ଟି (..................୩) 

ପଶ୍ଚିମରେ ତୋଟା ଆଗଲା ପର୍ବତ ମାଳା 

ପୂର୍ବରେ ଶଙ୍କବନ୍ଦ ପୁଣି ଚିରାମାଳା 

ପୁଣି ଉତ୍ତରରେ କାଳିମନ୍ଦିର 

ଦକ୍ଷିଣରେ ବାବା ହିରଣେଶ୍ୱର 

ଗାଁ ମୁଣ୍ଡରେ ବିଚାରିଛନ୍ତି ବାବା ନିମେଶ୍ୱର ବାବା

ମା ଦୁର୍ଗା ପାଖ ରେ ଥାଏ ଭକତିର ଭାବ 

ଜନ୍ମମ ନିଅନ୍ତି / କେତେ ମହାପୁରୁଷ ...............(4) 

ରଖି ଯାଇଛନ୍ତି ଏହି ମାଟିର ମହତ୍ୱ 

ପର୍ଶୁରାମ ପଣ୍ଡା ଏହି ମାଟିରେ ଜନ୍ମ ନେଲେ 

ବାମପନ୍ଥୀଦଳର ବିଧାୟକ ଭାବେ କେତେ କିରତି ରଖିଲେ 

କରିଲେ ବହୁ ପୋରଉପକାର ଓ ଗଠନ କଲେ 

ଲଗାଇଲେ ସଭିଙ୍କୁ ଅନେକ ରିତି ଆଦର୍ଶର ନୀତି ବାଣୀ 

ଆହୁରି ଜନ୍ମିତ କେତେ ଯେ ମହାପୁରୁଷ

ଡ଼ାକ୍ତର ଓକିଲ ମାଜିଷ୍ଟ୍ରେଟ ହୋଇ \ 

ରଖିଲେ ଏହି ମାଟିକୁ ଟେକି 

ବଦଳାଇଲେ ପୁଣି ଭାରତର ଆଇନ ନୀତି ବାଣି ...............(5) 

ତାଙ୍କ ପାଇଁ ସବୁ ବେଳେ ଗର୍ଵ ଉଠୁଛି ଏହି ମାଟି .......(6)

ରଖିଛି ଏବେ ତାର ମଥାକୁ ଟେକି 

କେଉଁ ଜନ୍ମରେ କେତେ ପୁଣ୍ୟ କରିଥିଲି 

ସ୍ନେହପାଇ ମା ର ମୁଁ ସନ୍ତାନ ହେଲି 

ଛୋଟ ଏହି ମୋର ଗାଁ ଟି

ସବୁଠୁ ସୁନ୍ଦର ମୋ ଗାଁ ଟି ।।.............(7) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational