STORYMIRROR

rohan kumar raula

Others

4  

rohan kumar raula

Others

ମୋ ଜନ୍ମ ଭୂମିର ସମ୍ମାନ

ମୋ ଜନ୍ମ ଭୂମିର ସମ୍ମାନ

1 min
625

ଚିକଲଖଣ୍ଡି ପଂଚାୟତ ଗାଁ

ପୁରୁଣାପାଟଣା ତାର ନାଁ ।


ଧୁଳିରେ ସରଗ ସେତ ମୋର ମାଟି ମା 

ପୁରୁଣାପାଟଣା ତାର ନାଁ ।


ଛୋଟ ଏହି ମୋର ଗାଁ ଟି 

ରଖିବା ତାର ନାଁ ଟି ।


ପ୍ରଛିମରେ ଆମ୍ବ ତୋଟା ଆଗଲା ପର୍ବତ ମାଳା 

ପୁର୍ବରେ ଶଙ୍କବନ୍ଦ ପୁଣି ଚିରାମାଳା ।


ପୁଣି ଉତ୍ତରରେ କାଳିମନ୍ଦିର 

ଦକ୍ଷିଣରେ ବାବା ହିରଣେଶ୍ୱର ।


ଗାଁ ମୁଣ୍ଡରେ ବିଚାରିଛନ୍ତି ବାବା ନିମେଶ୍ୱର ବାବା

ମା ଦୁଗା ପାକରେ ଥାଏ ଭକତିର ଭାବ ।


ଜନ୍ମମ ନିହନ୍ତି କେତେ ମହାପୁରୁଷ

ରଖି ଯାଇଛନ୍ତି ଏହି ମାଟିର ମହତ୍ୱ ।


ପର୍ଶୁରାମ ପଣ୍ଡା ଏହି ମାଟିରେ ଜନ୍ମ ନେଲେ 

ବାମପନ୍ଥୀଦଳର ବିଧାୟକ ଭାବେ କେତେ କିରତି ରଖିଲେ ।


କରିଲେ ବହୁ ପୋରଉପକାର | ଓ ଗଠନ କଲେ 

ଲଗାଇଲେ ସଭିଙ୍କୁ ଅନେକ ରିତି ଆଦର୍ଶର ନୀତି ବାଣୀ ।


ଆହୁରି ଜନ୍ମମିତ କେତେ ଯେ ମହାପୁରୁଷ 

ଡ଼ାକ୍ତର ଓକିଲ ମାଜିଷ୍ଟ୍ରେଟ ହୋଇ ।


ରଖିଲେ ଏହି ମାଟିକୁ ଟେକି 

ବଦଳାଇଲେ ପୁଣି ଭାରତର ଆଇନ ନୀତି ବାଣି ।


ତାଙ୍କ ପାଇଁ ସବୁ ବେଳେ ଗର୍ଵ ଉଠୁଛି ଏହି ମାଟି

ରଖିଛି ଏବେ ତାର ମଥାକୁ ଟେକି ।


କେଉଁ ଜନ୍ମରେ କେତେ ପୁଣ୍ୟ କରିଥିଲି 

ସ୍ନେହପାଇ ମା ର ସନ୍ତାନ ହେଲି ।


ଛୋଟ ଏହି ମୋର ଗାଁ ଟି

ସବୁଠୁ ସୁନ୍ଦର ମୋ ଗାଁ ଟି ।


Rate this content
Log in