STORYMIRROR

shushree subhashree

Abstract

2  

shushree subhashree

Abstract

ମୋ ହାତ ଲେଖା

ମୋ ହାତ ଲେଖା

1 min
114

ଯେଉଁ ବ୍ୟକ୍ତି ଆପଣଙ୍କୁ ସମ୍ମାନ ଦେଉଛି

ନିଜର ବ୍ୟକ୍ତିଗତ ସମୟରୁ ଆପଣଙ୍କୁ ସମୟ ଦେଇପାରୁଛି

ବିଶ୍ଵାସ କରନ୍ତୁ

ସେ ବ୍ୟକ୍ତି ଆପଣଙ୍କ ପାଇଁ ଭଗବନଙ୍କ ଏକ ଉପହାର

ସେ ପ୍ରେମିକ ରୂପରେ ହେଉ ଅବା ବନ୍ଧୁ ରୂପରେ


Rate this content
Log in

Similar oriya poem from Abstract