Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shushree subhashree

Others

2  

shushree subhashree

Others

ବେଦନା ଭରା ଚିଠି

ବେଦନା ଭରା ଚିଠି

1 min
161


ଚିରି ଦେବା ଆଗରୁ ଚିଠି ଥରେ ଖୋଲି ଦେଖ ।

ବେଦନା ଭରା ସେଇ ଅକୁହା କଥାକୁ ଥରେ ପଢି ଦେଖ ।

ଅଶ୍ରୁଧାରରେ ଭିଜା ସେଇ ଫର୍ଦ୍ଦ ଟିକୁ ଥରେ ଛୁଇଁ ଦେଖ ।

ସେଇ ଅଭୁଲା ସ୍ମୃତିକୁ ପୁଣିଥରେ ସ୍ମରଣ କରି ଦେଖ ।

ଭାଙ୍ଗି ଦେଇଥିବା ଭାବନାକୁ ଥରଟିଏ ସମ୍ମାନ ଦେଇ ଦେଖ ।

ଚିରି ଦେବା ଆଗରୁ ଥରେ ଭାବି ଦେଖ ।



Rate this content
Log in