Naresh Das
Romance
ଅବିଶ୍ବାସ ଜ୍ବାଳା ସହି ମୁଁ ପାରେନା
ଜଳୁଛି ହୃଦୟେ ନିଆଁ
ବୁକୁ ତଳ କୋହ ପାରୁନି ମୁଁ ରୋକି
ସତେ ଏ କାଉଁରୀ ମାୟା ।
ଯନ୍ତ୍ରଣାର ଦୁର୍ଗ ଗଢିଛ ମୋ ଲାଗି
ପ୍ରତାରଣା ସ୍ପର୍ଶ ଦେଇ
ତଥାପି ତୁମକୁ ଭୁଲିବା ପାଇଁ କି
ରାହା ଟିକେ ପାଉନାହିଁ ।
ମାୟା
ପ୍ରେମ ସବୁଦିନ ପ୍ରେମ ସବୁଦିନ
ଭାବପ୍ରବଣତାରେ ଆସେ ପ୍ରୀତିର ଶିହରଣ ରସିକ ନାଗର ମଧୁପ ହୁଏ ଭାବେ ବିହ୍ଵଳ ପ୍ରିୟତମା ଲାଗି ଗଢ଼େ ଅଭିନବ ରଙ୍ଗ ମହ... ଭାବପ୍ରବଣତାରେ ଆସେ ପ୍ରୀତିର ଶିହରଣ ରସିକ ନାଗର ମଧୁପ ହୁଏ ଭାବେ ବିହ୍ଵଳ ପ୍ରିୟତମା ଲାଗ...
ତା' ବି ପ୍ରେମ ରଙ୍ଗ ଯାହା ଦୀପଟିଏ ପରି ଘନ ଅନ୍ଧାରକୁ ଝଲସାଏ ଯାହା ଅଗ୍ନି ପରି କାମନାର ଆକାଂକ୍ଷାକୁ ... ତା' ବି ପ୍ରେମ ରଙ୍ଗ ଯାହା ଦୀପଟିଏ ପରି ଘନ ଅନ୍ଧାରକୁ ଝଲସାଏ ଯାହା ଅଗ୍ନି ପରି ...
ନଦୀ ପୋଖରୀରେ ସ୍ୱଚ୍ଛ ଜଳଧାରା ଫିକାନୀଳ ସାଗରଟା ତା ରଙ୍ଗ ଛଡେଇ ମାଖି ହେଇଛି ଏ ନିରିମଳ ଆକାଶଟା। ନଦୀ ପୋଖରୀରେ ସ୍ୱଚ୍ଛ ଜଳଧାରା ଫିକାନୀଳ ସାଗରଟା ତା ରଙ୍ଗ ଛଡେଇ ମାଖି ହେଇଛି ଏ ...
କାହିଁକି କେଜାଣି ମୋ ଦିନ ବିତେନା ଆଖି ଖୋଜେ ନିରନ୍ତର ଯୁଆଡେ ଯାଏ ମୁଁ ତୁମକୁ ହିଁ ଦେଖ... କାହିଁକି କେଜାଣି ମୋ ଦିନ ବିତେନା ଆଖି ଖୋଜେ ନିରନ୍ତର ଯୁଆଡେ ଯାଏ ମୁଁ ...
ରଶ୍ମୀ ଏକ ସମୀତର ରେଖାସ୍ଵପ୍ନରଂଗର ରଶ୍ମୀ ଏକ ସମୀତର ରେଖାସ୍ଵପ୍ନରଂଗର
ତୋର ମୋର କଥା ହେବା ଚୁପ୍ଚାପ୍ ତୋର ମୋର କଥା ହେବା ଚୁପ୍ଚାପ୍
ମାୟାବିନୀ ମୌସୁମୀ ମାୟାବିନୀ ମୌସୁମୀ
ଜଡ ପାଲଟି ଯାଏଁ ମୁଁ ଭୁଲ ଠିକର ଗୋଲକ ଧନ୍ଦାରେ ଦେଇ ପାରେନି ତୁମ ପ୍ରଶ୍ନର ଉତ୍ତର... ନା କଲରେ ନା ମେସେଜରେ ଜଡ ପାଲଟି ଯାଏଁ ମୁଁ ଭୁଲ ଠିକର ଗୋଲକ ଧନ୍ଦାରେ ଦେଇ ପାରେନି ତୁମ ପ୍ରଶ୍ନର ଉତ୍ତର... ...
ତଥାପି ମୁଁ ପଚାରେ କାରଣ ମୋ ଛଡା ତମେ କାହାକୁ ତମ ମନ କଥା ଖୋଲି କହିପାରିବ ନାହିଁ ତଥାପି ମୁଁ ପଚାରେ କାରଣ ମୋ ଛଡା ତମେ କାହାକୁ ତମ ମନ କଥା ଖୋଲି କହିପାରିବ ନାହିଁ
ଏତିକି ବେଳକୁ ଘଣ୍ଟ ଶଙ୍ଖନାଦ ଉଚ୍ଚସ୍ୱରରେ ଶୁଭିଲା, ଦେବ ଦେବ ସେହି ମହାଦେବଙ୍କର ଏତିକି ବେଳକୁ ଘଣ୍ଟ ଶଙ୍ଖନାଦ ଉଚ୍ଚସ୍ୱରରେ ଶୁଭିଲା, ଦେବ ଦେବ ସେହି ମହାଦେବଙ୍କର
ଛାତି ରେ ସ୍ପନ୍ଦିତ ହୃଦୟ କୁ ତୁମ ଚିଠି ମିଳିଗଲା ଆଜି ସେହି ଚିଠି ରେ ତୁମ ନାମ ଲେଖୁଛି ଛାତି ରେ ସ୍ପନ୍ଦିତ ହୃଦୟ କୁ ତୁମ ଚିଠି ମିଳିଗଲା ଆଜି ସେହି ଚିଠି ରେ ତୁମ ନାମ ଲେଖୁଛି
ଅନ୍ଧାର ମନରେ ଲାଗୁଛି ଆଲୋକର ପ୍ରବେଶ ଭାରକ୍ଳାନ୍ତ ମନରୁ ତୁରନ୍ତ ଦୂର ହୁଏ କ୍ଳେଶ ଅନ୍ଧାର ମନରେ ଲାଗୁଛି ଆଲୋକର ପ୍ରବେଶ ଭାରକ୍ଳାନ୍ତ ମନରୁ ତୁରନ୍ତ ଦୂର ହୁଏ କ୍ଳେଶ
କୋଇଲି ଗାଇବ ପଞ୍ଚମ ତାନରେ ଆମ ମିଳନର ଗୀତି କୋଇଲି ଗାଇବ ପଞ୍ଚମ ତାନରେ ଆମ ମିଳନର ଗୀତି
ସନ୍ଧ୍ୟା ତମେ ପୂର୍ଣମୀ ଜହ୍ନର ଜୋଛନା ଫଗୁଣର ମଧୁ ମହକ, ତମେ ନୀଳ ଆକାଶର ସନ୍ଧ୍ୟା ତମେ ପୂର୍ଣମୀ ଜହ୍ନର ଜୋଛନା ଫଗୁଣର ମଧୁ ମହକ, ତମେ ନୀଳ ଆକାଶର
ରାଧା ଗୋପୀନାଥ ବୃନ୍ଦାବନ ଚନ୍ଦ୍ର କୃଷ୍ଣ ମଦନମୋହନ l ରାଧା ଗୋପୀନାଥ ବୃନ୍ଦାବନ ଚନ୍ଦ୍ର କୃଷ୍ଣ ମଦନମୋହନ l
ପୂର୍ଣ୍ଣମୀ ଜହ୍ନର ଯୋଛନା ପୂର୍ଣ୍ଣମୀ ଜହ୍ନର ଯୋଛନା
ପ୍ରେମ ପ୍ରୀତି ସ୍ନେହ ମମତା ରଙ୍ଗରେ ରଙ୍ଗାୟିତ ହୋଇ ଗଲେ ରାମରାଜ୍ୟଟିଏ ହୁଅନ୍ତା ଗଠନ ରାଗ ହିଂସା ଛାଡିଦ... ପ୍ରେମ ପ୍ରୀତି ସ୍ନେହ ମମତା ରଙ୍ଗରେ ରଙ୍ଗାୟିତ ହୋଇ ଗଲେ ରାମରାଜ୍ୟଟିଏ ହୁଅନ୍ତା ଗଠନ ...
ରତି ପ୍ରତିମାଶୃଗାଇଭରା ଅଂଗେ ତୁମର ରତି ପ୍ରତିମାଶୃଗାଇଭରା ଅଂଗେ ତୁମର
ଫଗୁଣର ସେଇ ପହିଲି ତାତି ଆମ୍ବ ବୋଉଳର ମହକ କସି ମନ ଟାଣି ନିଏ ଫଗୁଣ ପାଶେ ଫଗୁଣ ମନରେ ଆନନ୍ଦ ରଚେ ଫୁ... ଫଗୁଣର ସେଇ ପହିଲି ତାତି ଆମ୍ବ ବୋଉଳର ମହକ କସି ମନ ଟାଣି ନିଏ ଫଗୁଣ ପାଶେ ଫଗୁଣ ...