STORYMIRROR

Pramila Mohanty

Inspirational Others

2  

Pramila Mohanty

Inspirational Others

ମାଟି ପ୍ରତିମା

ମାଟି ପ୍ରତିମା

1 min
99


ମାଟି ପ୍ରତିମା ଟି

କହୁଛି କଥା କହି

ଦେବକି ସତେ ତାରି

ଅନ୍ତର ବ୍ଯଥା

ଦେଉଛି ଆଜି ସେ

ଏହି ଆଭାସ ଦେଖ

ମାଟିରୁ ଜାତ ହୋଇ

ବଢାଏ ସୌନ୍ଦର୍ଯ୍ୟ

ସଭିଙ୍କ ମନରେ

ଯୋଗାଏ ଉସ୍ଛାହ

ଏ ସଂସାରେ ସବୁ

ଅଟନ୍ତି ମାଟିର ମଣିଷ

ମାଟି ଉପରେ ଆଜି

ଯିଏ ଦଣ୍ଡାୟମାନ

ମୂଢ ପଣରେ କରନ୍ତି ଗର୍ବ

ହୋଇ ଗଲେ ସମୟ ଶେଷ

ସେ ପୁଣି ମାଟିରେ ମିଶିବ

 ବିଶ୍ବ ନିୟତା ଦେଇଛନ୍ତି

ମଣିଷ କୁ ଚର୍ମର ଚକ୍ଷୁ

ଭଲ ମନ୍ଦ ଚକ୍ଷୁକୁ ଉନ୍ମିଳତ

କରି  ପରଖିବାକୁ

ଆସିଛେ ଆଜି କାଲି

ଯିବା ସମସ୍ତ ଙ୍କ ପାଇଁ

କିଛି ମହତ୍ କାର୍ଯ୍ୟ କରିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational