STORYMIRROR

ALOK KUMAR ROUT

Romance

3  

ALOK KUMAR ROUT

Romance

ମାଂସର କୋଣାର୍କ

ମାଂସର କୋଣାର୍କ

1 min
119

ଇନ୍ଦ୍ରଭବନରେ ପରୀ ମାନେ ସବୁ

ସ୍ବର୍ଗରେ ନନ୍ଦନ ବନର,

ପାରିଜାତ ଫୁଲ ପରି

ତୁମେ ଏ ମନ ଉପବନର,

ଅକ୍ଷତ ଯୌବନ କୁମାରୀ ।।


ସମୁଦ୍ରର ଅମାନିଆ ଢେଉ ସମାନ

ପୂର୍ଣ୍ଣିମା ରାଜନୀରେ,

ମନ ହୁଏ ତମ ଚଳ ଚଞ୍ଚଳ

ଓଠ ନଖୋଲି ମଧ୍ୟ କୁହଇ,

ତୁମ ଦୁଇ ନୟନ କଜଳ ।।


ମନ୍ଦିରର ଭଗ୍ନ ପ୍ରସସ୍ଥ ଶିଳା ପରି

ଦେହେ ତମ ସିନା,

ନାନା କାରୁକାର୍ଯ୍ୟ ଭରା

ତୁମେ ସତେ ନୁହେଁ କି?

ମାଂସର କୋଣାର୍କ ପରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance