STORYMIRROR

kumkum Ray

Classics Others

2  

kumkum Ray

Classics Others

ମାଣବସା

ମାଣବସା

1 min
327

ଅଗଣାରେ,

ଦୁଆର ବନ୍ଧ ରେ

ଲକ୍ଷ୍ମୀ ପାଦ ପଦ୍ମ ଚିିିିତା

ଠାକୁର ଘରେ

ଷୋହଳ କୋଠୀ ପଦ୍ମ ଫୁଲ ଝୋଟି,

ଶୁକ୍ଳ ଧାନ କେଣ୍ଡା,

ମାଣବସା!

ହୁଳହୁଳି, ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନି

ପ୍ରଣବ ଓଁକାର,

ବଳରାମ ଦାସ ଙ୍କ ଲକ୍ଷ୍ମୀ ପୁରାଣ ପାଠ ରେ

ମାାର୍ଗଶୀର ମାଣବସା ଆସିବା ଖଵର।

ମାଣବସା ଆସିଲେ 

ଖଳା ରୁ ଆସୁଥାଏ ପାଚିଲା ଧାନ ର ବାସ୍ନା

ପିଠା ପଣା ଖିରୀ ଖେଚୁଡ଼ି ର ମହୁ ମହକ ରନ୍ଧା ଘରେ

ଝୁଣା ଧୂପ ଦୀପ ଚନ୍ଦନ ର ଭକ୍ତି ବାସ୍ନା

ଭକ୍ତ ର ବିଶ୍ୱାସ ରେ ଆନନ୍ଦରେ

ଦେବୀଙ୍କ ଆଗମନ

ପଦ୍ମାଳୟା ଉଭା

ପୂଜା ଘରେ, ଦିବ୍ୟ ଖଟୁୁୁୁଳୀରେ।

                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from kumkum Ray

ଭୋକ

ଭୋକ

1 min ପଢ଼ନ୍ତୁ

Similar oriya poem from Classics