STORYMIRROR

Prafulla Chandra padhi

Fantasy Others

3  

Prafulla Chandra padhi

Fantasy Others

ମାହେନ୍ଦ୍ର ମୁହୂର୍ତ୍ତ

ମାହେନ୍ଦ୍ର ମୁହୂର୍ତ୍ତ

1 min
229

ବହୁ ଥର ଫୁଲକୁ ଦେଖିଲା ପରେ ବି

ନୂଆ ଲାଗୁଚି ॥

ନିଜସ୍ୱ ନିର୍ଜନତାରେ ହଜି ନ ପାରିଲେ

କବିତାର ଶଦ୍ଦଟେ ମଧ୍ୟ ଆସି ପାରେନି

ମୋର ଆଉ କେତେ କାଳ ଏ ତପସ୍ୟା

ଶଦ୍ଦ ଦିଅ !ଶଦ୍ଦ ଦିଅ !

ଚେତନା ର ଝଡ ନ ହେଲେ କବିତା କାହିଁ !

ଉଦାର ବିସ୍ତାର ବିନା ଶଦ୍ଦ କାହିଁ !

ଆକାଶକୁ ଭାଙ୍ଗି ଭାଙ୍ଗି

ପକେଟ଼ରେ ରଖିବାର ପାରିବା ପଣିଆ ହିଁ

କବିତା ର ବେଳ ॥



Rate this content
Log in

Similar oriya poem from Fantasy