Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Karisma Dash

Inspirational

4.0  

Karisma Dash

Inspirational

ମା'

ମା'

1 min
174


ଆକାଶରେ କେତେ ତାରା ଗୋଟିଏ ଚନ୍ଦ୍ରମା

ପୃଥିବୀର ସବୁଠାରୁ ଭଲ ମୋ ମା'   ।

ତା ପାଇଁ ମୁଁ ଯେ ଦୁନିଆକୁ ଆସିଲି

ଆଖି ଖୋଲୁଖୋଲୁ ମୁଁ ତା ମୁହଁ ଦେଖିଲି

ମୋ ପାଇଁ ସାଜିଛି ସେ ଆଶା ଭରସା

ମା' ସେ ମୋ ମା' । ମୋ ମା'

ଜୀବନରେ କିଏ ନିଜର କିଏ ତ ପର

ସବୁଠାରୁ ସିଏ ମୋ ଅତି ଆପଣାର

ତା ପରି କେହି ନାହିଁ ହେବାକୁ ମୋ ସାହା

ମା' ମୋ ମା'। ମୋ ମା'

ସଂସାର କେତେ ଦୁଃଖ କେତେ ଯେ ଯାତନା

ବଞ୍ଚିପାରିବିନି ମୁଁ ତା ବିନା ।

ମା' ସେ ମୋ ମା' ମୋ ମା'

ଆଖି ଖୋଲିଲେ ମିଛ ର ମାୟା

ତୋ ପଣତ କାନି ଅଟେ ମୋ ସାହା ।

ମା' ମୋ ମା' ସେ ମୋ ମା' ।



Rate this content
Log in

More oriya poem from Karisma Dash

Similar oriya poem from Inspirational