Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

prafulla Kumar tripathy

Abstract

3  

prafulla Kumar tripathy

Abstract

କୃଷକ ଭାଇ

କୃଷକ ଭାଇ

1 min
11.4K


କୃଷକ ଭାଇରେ ଭାଇ

ଫସଲ ଫଳାଉ ସଭିଙ୍କ ପାଇଁ

ଖରା ବରଷାକୁ ତର ଖାତିରି ନାହିଁ।

ମୁଣ୍ତର ଝାଳକୁ ତୁଣ୍ତରେ ମାରି

ହସି ହସି ଚାଷ ଭଳିକି ଭଳି।

କୃଷକ ଜୀବନ ତୋର କେଡେ ଯାତନା

ନ ବୁଝି ପାରୁ ଆମେ ତୋର ବେଦନା

ବନ୍ୟା ବାତ୍ୟା ମରୁଡି ଚକଡା ପୋକ

ଭାଙ୍ଗି ଯାଏ ତୋର ବେଦନା ଦୁଃଖ।

ଆମ ତୁଣ୍ତରେ ଦେଉ ତୁ ଆହାର

ସହି ଯାଉ ପୁଣି ଋଣର ଭାର

ଆମ ପାଇଁ ଅଟୁ ତୁ ଭଗବାନ

ତଥାପି ତୁ ପାଉନା ସମ୍ମାନ।



Rate this content
Log in

Similar oriya poem from Abstract