STORYMIRROR

shantilata devi

Abstract Inspirational

3  

shantilata devi

Abstract Inspirational

କନ୍ୟା ରତ୍ନଙ୍କ ପାଇଁ ପଦେ

କନ୍ୟା ରତ୍ନଙ୍କ ପାଇଁ ପଦେ

1 min
189


ବିଶ୍ଵନିୟନ୍ତାଙ୍କ ସୃଷ୍ଟିର ସୃଜନ କନ୍ୟାରତ୍ନ

ଅଟଇ ମହତ୍ ଦାନ ଏ ଧରାଧାମରେ

କନ୍ୟାଟି ଦିନେ ଜାୟା ଭଗିନୀ ଜନନୀର

ରୂପ ନେଇ ସହଇ ସଂସାର ଜଞ୍ଜାଳ।


ବଂଶ ବିସ୍ତା ରରେ ପ୍ରମୁଖ ଭୂମିକା ତାର

ତାକୁ କେବେହେଁ ନ କରିବା ହତାଦର

ସେତ ଆମ ଦୁହିତା ଦୁଇକୂଳ ହିତା

ପିଣ୍ଡଦାନ ଦେଇ ଉଦ୍ଧା ରେ ସପ୍ତପୁରୁଷ ଆମର।


ତା ହସ ହସ ମୁହଁ,ସ୍ନେହଭରା ଡାକ

ମନଜିଣା ଗୁଣେ ସବୁରିକୁ କରଇ ନିଜର

ତାକୁ ଆଦର ଯତନ କରିଣ ରଖିବା

ସେତ ଆମ ମଥାମଣି ସୌଭାଗ୍ୟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract