STORYMIRROR

Satyajit Mohapatra

Romance

3  

Satyajit Mohapatra

Romance

କିନ୍ତୁ କିଏ ତୁମେ

କିନ୍ତୁ କିଏ ତୁମେ

1 min
116

ମୋ ହୃଦୟର ତୁମେ ସ୍ବପ୍ନ ସୁନ୍ଦରୀ

   ମୋ ମନ ରାଇଜର ତୁମେ ରାଜ କୁମାରୀ

ତୁମ ପ୍ରେମର ଯାଦୁରେ,ସାରିଲଣି ଅଧା ମାରି

 କିମିଆ କରିଛ,ଦେଲନି ମୋତେ ପାଗଳ କରି

ବାରମାସୀ ପ୍ରେମରେ ହେଲାଣି ମୁ ବଦମାସୀ

ରାଜି ଥରେ ହେଇ,ହେଇଯାଅ ମୋ ପ୍ରେମଦାସୀ

ମେଘର ପାଲିଙ୍କି ନେଇ ଆସୁଛି,ମୋ ଗେହ୍ଲେଇ ରାଣୀ

ନ ନେଇ ପାରିଲେ,ନେଇଯିବି ତୁମ ମନକୁ କିଣି

ପ୍ରେମ ବଜାରରେ ସଉଦା କରୁ କରୁ,ତୁମକୁ ମୁଁ କିଣିଛି

ହୃଦୟ ବଦଳରେ ତୁମକୁ ପାଇଛି,ଭଲ ମୁ ପାଉଛି

କାଲି ଥିଲି ପାଗଳ,ଆଜି ହେଇଗଲି ମୁଁ ଦିୱାନା

ତୁମ ସବନମି ସୁହାନାରେ,କରିଛ ମୋତେ ମସ୍ତାନା

ମୟୁରି ନା ସେ ଅପସରୀ,ସୋଏନା ନା ତମେ ସାଇନା

ଯେତେ ଦେଖିଲେ ବି,ମନ ମୋ ମାନେନା, ହୃଦୟ ବୁଝେନା

ଆଇନାରେ ଦେଖିଲେ ମୁଁହ,ମୁ ତୁମକୁ ହିଁ ଦେଖୁଛି

କିନ୍ତୁ,ତୁମେ କିଏ,ଏବେ ବି ମୁ ଭାବୁଛି

ଥରେ ଖାଲି ରହିଯାଅ,ମୋ ଆଖିର ପଲକରେ

  ସବୁ ଦିନ ପାଇଁ କରିନେବି ନିଜର,ମୋ ଭଲପାଇବାରେ


ମୋ ହୃଦୟର ତୁମେ ସ୍ବପ୍ନ ସୁନ୍ଦରୀ

   ମୋ ମନ ରାଇଜର ତୁମେ ରାଜ କୁମାରୀ

ତୁମ ପ୍ରେମର ଯାଦୁରେ,ସାରିଲଣି ଅଧା ମାରି

 କିମିଆ କରିଛ,ଦେଲନି ମୋତେ ପାଗଳ କରି

ବାରମାସୀ ପ୍ରେମରେ ହେଲାଣି ମୁ ବଦମାସୀ

ରାଜି ଥରେ ହେଇ,ହେଇଯାଅ ମୋ ପ୍ରେମଦାସୀ

ମେଘର ପାଲିଙ୍କି ନେଇ ଆସୁଛି,ମୋ ଗେହ୍ଲେଇ ରାଣୀ

ନ ନେଇ ପାରିଲେ,ନେଇଯିବି ତୁମ ମନକୁ କିଣି

ପ୍ରେମ ବଜାରରେ ସଉଦା କରୁ କରୁ,ତୁମକୁ ମୁଁ କିଣିଛି

ହୃଦୟ ବଦଳରେ ତୁମକୁ ପାଇଛି,ଭଲ ମୁ ପାଉଛି

କାଲି ଥିଲି ପାଗଳ,ଆଜି ହେଇଗଲି ମୁଁ ଦିୱାନା

ତୁମ ସବନମି ସୁହାନାରେ,କରିଛ ମୋତେ ମସ୍ତାନା

ମୟୁରି ନା ସେ ଅପସରୀ,ସୋଏନା ନା ତମେ ସାଇନା

ଯେତେ ଦେଖିଲେ ବି,ମନ ମୋ ମାନେନା, ହୃଦୟ ବୁଝେନା

ଆଇନାରେ ଦେଖିଲେ ମୁଁହ,ମୁ ତୁମକୁ ହିଁ ଦେଖୁଛି

କିନ୍ତୁ,ତୁମେ କିଏ,ଏବେ ବି ମୁ ଭାବୁଛି

ଥରେ ଖାଲି ରହିଯାଅ,ମୋ ଆଖିର ପଲକରେ

  ସବୁ ଦିନ ପାଇଁ କରିନେବି ନିଜର,ମୋ ଭଲପାଇବାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance