Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana tripathy

Comedy

3  

Prabhanjana tripathy

Comedy

କି କହିବି ଧନ

କି କହିବି ଧନ

1 min
135


ସବୁ ମିଥ୍ୟାରେ ନନା

ପଛକୁ ଅନା ,

କଳା ଭୁଆ ଠିଆ ଖଦଡ଼ କନା ,

ବାଉଁଶ ପତରି ନାଇଛି ବାନା

ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଆଗରେ

ମାଟି ଖୋଳୁଅଛି

ପୋତିବ ବାନା ।


ଶାସନ ଭାର , ବଡ଼ ଉବାର

ଯାହା ଇଚ୍ଛା କର ନାହିଁ ଟି ଡର ,

କାଳିଆ ସୁନା ହାତ ଗୋଡ଼ ନାହିଁ

କି କରି ପାରିବ ,

ଭୁଶୁଡି ପଡିବ ଲଷ୍ମୀ ନଗର ।


ଫାଳିଆ ବାଟ ,

ଶ୍ରୀଜଗନ୍ନାଥଙ୍କ ରାନ୍ଧଣା ନାଟ

ଭାଙ୍ଗିବ ଚୁଲି

ଆସିବ ବୁଲି

କିଏ କିସ କରେ ଦେଖିବ ଖାଲି ।


ଆନ୍ଧରା ନୀତି

ପାଣ୍ଡିଆ ହାତୀ

ଭୁସୁଡେଇ ଦେବ ରାତିକି ରାତି ,

ମୋଦୀର ବୁଦ୍ଧି

ନବୀନ ଯଦି

ଆପଣେଇ ନେବ

ମିଳିବ ଗାଦି ।


ମାୟାରେ ବାୟା

ଜାତି ନୀତି ସବୁ, ନାହିଁ ଅଭୟା,

ଯାହା ତାକତ , ତାହାହିଁ ସତ

ହିନ୍ଦୁ ପରିଷଦ ଖୋଜୁଛି ଭାତ 

ପତାଏ ହାତ ,

ଗୋରୁ ବେପାରୀଙ୍କ 

କି ଅଭିଜାତ୍ୟ ।


Rate this content
Log in

Similar oriya poem from Comedy