STORYMIRROR

Mukti Kanta

Romance Others

2  

Mukti Kanta

Romance Others

କେଉଁଠି ହଯେଇ ଦେଲି

କେଉଁଠି ହଯେଇ ଦେଲି

1 min
199

ଭଲ ପାଇ ବାର ମଶାଣି ଭୁଇଁରେ

 ଖୋଜୁଚି ଲୋ ପ୍ରିୟା ତୋତେ

କାଳେ ତୁ ଆସିବୁ ପାଉଁଶ ଭିତରୁ

   ଜାବୁଡ଼ି ଧରିବୁ ମତେ,

ମୋ ମନ ଆଜି ହୁଏ ଲୋ ବିକଳ 

  ତୋ ବିନା ଜୀବନ ଫିକା

କାହିଁକି ହେଲା ଲୋ ଏ ମନ ହୃଦୟ

  ତୋ ସାଥିରେ କିଣା ବିକା,

ଜାଣି ମୁଁ ନଥିଲି ହୃଦୟ ଟି ମୋର 

   ଏମିତି ଭାଙ୍ଗିବ ବୋଲି

ଖୋଜୁଚି ଆଜି ମୁଁ ନିଜ କୁ ସବୁଠି

   କେଉଁଠି ହଯେଇ ଦେଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance