STORYMIRROR

Shakti Prusty

Classics

4  

Shakti Prusty

Classics

କବିତା

କବିତା

1 min
11


କବିତା: ଭାଷା ଏବଂ ଭାବନା ର ଏକ ଖିଆଲି ପ୍ରେମିକା 

କବିତା; ନିଝୁମ ରାତିର ଚଦର ତଳେ ଲୁଚିଶୋଇଥିବା ସ୍ବପ୍ନ ସାରିକା 

କବିତା; ନିରବ ଛବି ର ସେଇ ହସ ହସ ମୋନାଲିସା 

କବିତା; ମନ୍ଦିର ବେଢାରେ ଜଳିଯାଇଥିବା ଛୋଟ ସେଇ ସଳିତା 

କବିତା; ନିଜ ସହ ନିଜର ଆତ୍ମିୟତା 

କବିତା; କବି ପ୍ରାଣ ର ଏକ ସୁକ୍ଷ୍ମ ଅସ୍ମିତା 

କବିତା; ଜୀବନ ଜୀବିକା ର ଏକ ଅଡୁଆ ସୁତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics