Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)
Romance
ସରମରେ ସରିଯାଏ
ନିରୀମାଖି ଲାଜକୁଳୀ ଲତା,
ମରମରେ ମରିଯାଏ
କେତେ କେତେ ଅଲେଖା କବିତା।
କର୍ମ ମୋ ଈଶ୍ୱର
ତୋ ଓଠରେ ଖିଏ ହ...
ମୃତ୍ୟୁ ତୁମେ
ଜୀବନ-୩
ମିଠା ପ୍ରତାରଣା
ନାରୀ ଜଳେ ଆଜୀବ...
ଅମଡ଼ା ବାଟରେ
ଆଖିରୁ ତୋ ଲୁହ ...
ବଞ୍ଚିଯିବା ସାଥ...
କାହାକୁ ଖୋଜେ ଏ...
ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ। ମାତା ମହିୟସୀ ଘେନ ମୋ ପ୍ରଣାମ ଭୂମିଷ୍ଠ କଲେ ଚୁମ୍ବନ।
ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର, ଶୁଭ ସାହାନାଇର ମଧୁର ସ୍ଵର ଝଙ୍କାର ପ୍ରତି ସ୍ପନ୍ଦନରେ ଆଣେ ପ୍ରୀତି ଜୁଆର,
ତୁମେ ମୋ ମନର ପ୍ରଥମ ଫଗୁଣେ ପ୍ରଣୟର ମଧୁ ଗୀତି ତୁମ ବିନା ସାଥି ଫିକା ଫିକା ଲାଗେ ତୁମେ ମୋ ମନର ପ୍ରଥମ ଫଗୁଣେ ପ୍ରଣୟର ମଧୁ ଗୀତି ତୁମ ବିନା ସାଥି ଫିକା ଫିକା ଲାଗେ
କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ । କେଉଁ ରୂପ ଶିଳ୍ପୀ ତୋତେ ଗଢିଥିଲେ ତୋଳି ତୋର ରୂପ ସମ୍ଭାରରେ ଦେଲେ ଗନ୍ଧକଳୀ ।
ପାଖ ପୁଷ୍କରିଣୀ ଭରପୁର ପାଣି ଦେଖିଲା ନିଆସି ଆଖି, ଡେଇଁଲା ପ୍ରେୟସୀ ଆତ୍ମା ହେଲା ଖୁସି ପ୍ରେମ ରହିଗ ପାଖ ପୁଷ୍କରିଣୀ ଭରପୁର ପାଣି ଦେଖିଲା ନିଆସି ଆଖି, ଡେଇଁଲା ପ୍ରେୟସୀ ଆତ୍ମା ହେଲା ଖୁସି ପ୍ର...
ହୃଦୟ ଶୁଷ୍କତା ଲିଭାଏ ବସନ୍ତ ସବୁଜ ପାଲଟେ ମରୁ ନବ ପଲ୍ଲବିତେ ତରୁ ଲତା ହସେ ପ୍ରକାଶି ସୁନ୍ଦର ଚାରୁ ହୃଦୟ ଶୁଷ୍କତା ଲିଭାଏ ବସନ୍ତ ସବୁଜ ପାଲଟେ ମରୁ ନବ ପଲ୍ଲବିତେ ତରୁ ଲତା ହସେ ପ୍ରକାଶି ସୁନ୍ଦ...
ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।। ବିଶ୍ୱାସରେ ବିଷ ଭରିଦେଲୁ ତୁହିଁ ଉଠୁଛି ଆଜି ମୋ କୋହ ।।
ଶୀର୍ଷକ :ସେଇ ଝିଅ ଟି ଶୀର୍ଷକ :ସେଇ ଝିଅ ଟି
ସ୍ବପ୍ନ ନାୟିକା ସ୍ବପ୍ନ ନାୟିକା
କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ମୁହଁରୁ... କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ...
ପୀରତିର ପଥଖସଡ଼ା ବହୁତ ଖସିଯାଏ ତନୁମନ ନ ଲାଗଇ ଲାଜ ଲାଗଇ ମଉଜ ଅପବାଦ ଅପମାନ । ପୀରତିର ପଥଖସଡ଼ା ବହୁତ ଖସିଯାଏ ତନୁମନ ନ ଲାଗଇ ଲାଜ ଲାଗଇ ମଉଜ ଅପବା...
ପ୍ରେମଭାଷା ତୁମ ମାତୃଭାଷା ପରି ଆନ୍ଦୋଳିତ କରେ ପ୍ରାଣ ମାତ୍ରା ଫଳା ଦେଇ ପଢ଼େଇବ ମୋତେ ନୂଆଁ ପ୍ରେମ... ପ୍ରେମଭାଷା ତୁମ ମାତୃଭାଷା ପରି ଆନ୍ଦୋଳିତ କରେ ପ୍ରାଣ ମାତ୍ରା ଫଳା ଦେଇ ପଢ଼େଇବ ମୋତେ ...
ବିଧାତା ଯୋଡିଛି ହୃଦୟ ଦୁଇଟି ବିକାଶକୁ କାଦମ୍ବିନୀ , ଜନ୍ମ ଜନ୍ମାନ୍ତର ବନ୍ଧନର ଡୋର ... ବିଧାତା ଯୋଡିଛି ହୃଦୟ ଦୁଇଟି ବିକାଶକୁ କାଦମ୍ବିନୀ , ଜନ୍ମ ଜନ୍ମାନ୍ତର ବନ୍ଧନର...
ପ୍ରୀତିର ସଙ୍ଗୀତ ଗାଉଛି ବସନ୍ତ ମନକୁ ମୋହୁଛି ଫୁଲର ବାସ ହୁଅନା ଅବୁଝା ଆସ ପ୍ରିୟତମା ପ୍ରୀତି ଅନଳରେ... ପ୍ରୀତିର ସଙ୍ଗୀତ ଗାଉଛି ବସନ୍ତ ମନକୁ ମୋହୁଛି ଫୁଲର ବାସ ହୁଅନା ଅବୁଝା ଆସ ପ୍ରିୟତମା ...
ପୁଅ ଟିଏ ରାସ୍ତାରେ ଉପରକୁ ଅନାଇ ଗଲାବେଳେ ହଠାତ ଏକ ଘରର ଛାତଉପରେ ଶ୍ୟାମାଙ୍ଗ ଯୁବତୀ କୁ ଦେଖି ନିଜ ହୃଦୟହାରିଛି ଓ ତା ... ପୁଅ ଟିଏ ରାସ୍ତାରେ ଉପରକୁ ଅନାଇ ଗଲାବେଳେ ହଠାତ ଏକ ଘରର ଛାତଉପରେ ଶ୍ୟାମାଙ୍ଗ ଯୁବତୀ କୁ ଦେଖି ...
ମୁଁ ତୁମର ସେଇ ଅବିଚ୍ଛେଦ୍ୟ ଅଙ୍ଗ ଯାହା ପାଇଁ ତୁମର ଭିନ୍ନ ଏକ ପରିଚୟ ଦୁନିଆ ଆଖିରେ ମୁଁ ସେଇ ଅର୍ଧାଙ୍ଗିନୀ ... ମୁଁ ତୁମର ସେଇ ଅବିଚ୍ଛେଦ୍ୟ ଅଙ୍ଗ ଯାହା ପାଇଁ ତୁମର ଭିନ୍ନ ଏକ ପରିଚୟ ଦୁନିଆ ଆଖିରେ ମୁଁ...
କଳ୍ପନା ନାୟିକା ସପନ ଶାୟିକା ଶୀତଳ-କରା ମଧୁରା ମତି ପ୍ରୀତିଦାୟୀ ମୌନୀ ମାନମୟ ବିଦଗ୍... କଳ୍ପନା ନାୟିକା ସପନ ଶାୟିକା ଶୀତଳ-କରା ମଧୁରା ମତି ପ୍ରୀତିଦାୟୀ ...
ବିବାହ ବଚନେ ଅତୁଟ ବନ୍ଧନେ, ଦୁହେଁ ହୋଇଥିଲେ ବନ୍ଧା । ହାତଗଣ୍ଠି ସହ ଆମ ଭାଗ୍ୟ ରେଖା, ସେଦିନୁ ହୋଇଛ... ବିବାହ ବଚନେ ଅତୁଟ ବନ୍ଧନେ, ଦୁହେଁ ହୋଇଥିଲେ ବନ୍ଧା । ହାତଗଣ୍ଠି ସହ ଆମ ଭାଗ୍ୟ ରେଖା, ...
ପ୍ରେମରେ ନ ଥାଏ କାମନା ବାସନା ପ୍ରେମ ସବୁବେଳେ ସ୍ୱଛ ଦାୟିତ୍ୱବୋଧର ଅନୁଶାସନଟେ ସ୍ୱ।ର୍ଥ ତା ଆଗରେ ତ... ପ୍ରେମରେ ନ ଥାଏ କାମନା ବାସନା ପ୍ରେମ ସବୁବେଳେ ସ୍ୱଛ ଦାୟିତ୍ୱବୋଧର ଅନୁଶାସନଟେ ...
ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦାବତୀ ପାଖେ ଦୀପ ଜାଳେ। ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦା...