STORYMIRROR

Mini Pattanayak

Abstract Inspirational

3  

Mini Pattanayak

Abstract Inspirational

ଜଳ

ଜଳ

1 min
354

ଜଳର ବର୍ଣ୍ଣନା କରିବି କିପରି

ବର୍ଣ୍ଣନା କରିବାକୁ ନାହିଁ ମୋ ଶକତି ||

ଜଳରୁ ଆସୁଥିବା ଏହି କୁଳୁକୁଳୁ ଶବ୍ଦ

ମନରେ ଭରିଦେଉଛି ଲେଖିବାକୁ କେତେ ଯେ ଶବ୍ଦ ||

ଏହି ଶବ୍ଦର ବନନାରେ

ଜଳ ହୁଏ ମିଠା ସଦୃଶ୍ୟ  ||

ଜଳ ସୂର୍ଯ୍ୟଙ୍କ କିରଣରେ ହୁଏ ଚକମକ

ଜଳ ହିଁ ଜୀବନ ଜଳ ହିଁ ମରଣ

ଜଳରେ ରହିଛି ଅନେକ କାରଣ ||

ଜଳକୁ ପିଉସ ରୂପେ ପାନକରି

ଏହି ମାନବ ଜାତି ପାଉଛି ଜୀବନ ||

କଥାରେ ଅଛି, ଜଳ ବିହୁନେ ସୃଷ୍ଟି ନାଶ

ଏବଂ

ଜଳ ବହୁଳ ବି ସୃଷ୍ଟି ନାଶ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract