STORYMIRROR

Mini Pattanayak

Others

3  

Mini Pattanayak

Others

ମନ

ମନ

1 min
150

ମନ ଏକ ଚଲାବାଦଲ ପରି ପୁଣି ସେ ଝରଣା ସଦୃଶ୍ୟ

କେତେବେଳେ ସେ ଚଳଚଞ୍ଚଳ ପୁଣି କେତେବେଳେ ସେ ଶାନ୍ତ ||

                ମନର ଭାବନା କେହିତ ବୁଝେନା

     ମନରେ ରହିଛି ଅନେକ ବେଦନା ||

             ତାର ଅନ୍ତରରେ ରହିଛି ଅନେକ ଶବ୍ଦ

     ପଢି ପଢିଲେ ବି ସମାପ୍ତ ହୁଏନା ||

  ମନରେ ଭରି ଦିଏ ଅନେକ କ୍ରୋଧ ଓ ଯନ୍ତ୍ରଣା

      କରି ଦିଏ ସେ ଅଶାନ୍ତ ଲହରୀର ସୁଅ ସଦୃଶ୍ୟ


Rate this content
Log in