ଜୀବନ
ଜୀବନ
ଜାଣି ହୁଏ ନାହିଁ ଜୀବନରାସ୍ତାରେ,
କାହିଁକି ଏମିତି ହୁଏ..
ଛାଡ଼ି ଆସିଥୁବା ଚିହ୍ବାରାସ୍ତାଟା ବି.
ଜାଣିଜାଣି କଷ୍ଟଦିଏ..
ଜୀବନ ଖାତାର ଶବ୍ଦ ଜଙ୍ଗଲରୁ
ସାଉଁଟିବାବେଳେ ଖୁଏ
ଶୋଇଯାଇଥିବା ଅବୁଝା ଅତୀତ
ପାଦଟାଣିଧରିନିଏ
ଯେବେପଶିଯାଏ ଜୀବନେ ବୈଶାଖୀ,
ପତ୍ରଝଡ଼ା ଦିଏ ମନ
ଉଷୁମୁ ଛୁଆଁର ସବୁଜ ଗାଲିର ଛାଡ଼ି ଫେରଇ ଫଗୁଣ ।

