STORYMIRROR

Maheswata Samal

Inspirational

3  

Maheswata Samal

Inspirational

ଜୀବନ

ଜୀବନ

1 min
27


ଜୀବନ ଗୋଟେ ଏମିତି ଶବ୍ଦଟିଏ

ଶୁଷ୍କ ପାହାଡ଼ ଶୀର୍ଷର 

ନିର୍ଝରିଣୀ ଧାରାଟିଏ

ସଂସାରର ଏହି ନିର୍ଜନ ବଣରେ 

ଘନ ଘନ ନାଦ ସିଏ।।

ଦୂର ପାହାଡ଼କୁ ନିର୍ଝରଣୀର ବାରିଧାରା

ଆହା କେଡେ ମନୋରମ,

ଜୀବନ ପଥରେ ଆଗକୁ ବଢ଼ିବା 

ନୁହେଁ ଜମା ସୁଗମ।।

ଜୀବନର ମାନେ କୋମଳିତ ପୁଷ୍ପଟିଏ

ଜଣା ନାହିଁ ତାକୁ ଲାଗିବସେ 

ଦେବତା ମସ୍ତକେ ,

କି ଅବା ଦାନବର ହସ୍ତେ।।

ଜୀବନ ଗୋଟେ ଏମିତି ଶବ୍ଦଟିଏ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational