Maheswata Samal
Romance
ଜହ୍ନ କୁ ମାଗିବୁ ଠିକଣା ମୋହର
ଜୁଇ କୁ ମାଗିବୁ ଦେହ,
ରାତିକୁ ମାଗିବୁ ପ୍ରୀତି ଉପହାର
ସ୍ମୃତି କୁ ମାଗିବୁ ଲୁହ।
ବରଷା କହିବ ମାେ ପ୍ରୀତି କାହାଣୀ
ବୈଶାଖ କହିବ ଦୁଃଖ,
ବସନ୍ତ କହିବ ମୋ ଦୁଷ୍ଟାମୀ କଥା
ଫଗୁଣ କହିବ ସୁଖ।
ଜୀବନ
ପ୍ରୀତି ଉପହାର
ପାଉଁଶ ତଳର ସ୍ୱପ୍ନ ପାଉଁଶ ତଳର ସ୍ୱପ୍ନ
ବାସ୍, ତୋର୍ ଟିକିଏ ହସ ବାସ୍, ତୋର୍ ଟିକିଏ ହସ
ପ୍ରିୟାର ଓଢଣୀ ପ୍ରିୟାର ଓଢଣୀ
ଶେଷ ଫଗୁଣର ଚିଠି ଶେଷ ଫଗୁଣର ଚିଠି
ତୁମ ନୀରବତା ତୁମ ନୀରବତା
ଲେଖିଦେଲି ଗ୍ଳାନି ସବୁ ଶବ୍ଦ ଆକାରରେ କ୍ଷୋଭ ଥିଲା ଯାହା ଚିଠିରେ ଉତାରେ କିନ୍ତୁ ଚିଠି ସବୁ ସାଇତା ରହିଯାଏ ପ... ଲେଖିଦେଲି ଗ୍ଳାନି ସବୁ ଶବ୍ଦ ଆକାରରେ କ୍ଷୋଭ ଥିଲା ଯାହା ଚିଠିରେ ଉତାରେ କିନ୍ତୁ ଚିଠି ସ...
ବିଚିତ୍ର ଅନୁଭବ ବିଚିତ୍ର ଅନୁଭବ
ୠମୁଝୁମୁ ତାର ପାଦର ପାଉଁଜି ସତେକି ବରଷା ଧାରା ଶ୍ରାବଣୀ ମୋ ପ୍ରିୟା ଭିଜା ଭିଜା ସ ୠମୁଝୁମୁ ତାର ପାଦର ପାଉଁଜି ସତେକି ବରଷା ଧାରା ଶ୍ରାବଣୀ ମୋ ପ୍ରିୟା ...
ତୁମ ପଣତ କାନି ତୁମ ପଣତ କାନି
ଗୃହଲକ୍ଷ୍ମୀ ଗୃହଲକ୍ଷ୍ମୀ
ଫଗୁଣ ଲେଖୁଛି ଚିଠି ଫଗୁଣ ଲେଖୁଛି ଚିଠି
ଆଇନା ଦେଖିଲେ ନିଜକୁ ଦେଖେନି ତୁମେ ଦେଉଥାଅ ହସି. ଆଇନା ଦେଖିଲେ ନିଜକୁ ଦେଖେନି ତୁମେ ଦେଉଥାଅ ହସି.
ପାରିବ କି ପାରିବ କି
ତୁମ ନୀରବତା ସପନ ସାଇତା ମନରେ ଲଗାଏ ନିଆଁ ଆଶା ନିରିଶା ର ସୀମାରେଖା ରେ ମୋ ମନ ଆଜି ସାତସିଆଁ ତୁମ ନୀରବତା ସପନ ସାଇତା ମନରେ ଲଗାଏ ନିଆଁ ଆଶା ନିରିଶା ର ସୀମାରେଖା ରେ ମୋ ମନ ...
ବେଇମାନ ଘଡଘଡି ଆଜି ମୋ ସାଥେ ବେଇମାନି କରେ ବିକଟାଳ ଶବ୍ଦରେ ତାର ମୋ ଭାବନାକୁ ଭଙ୍ଗ କରେ।। ବେଇମାନ ଘଡଘଡି ଆଜି ମୋ ସାଥେ ବେଇମାନି କରେ ବିକଟାଳ ଶବ୍ଦରେ ତାର ମୋ ଭାବନାକୁ ଭଙ୍ଗ ...
ଭିଜାମାଟି ଭିଜାମାଟି
ନୂଆ ନୂଆ ଉନ୍ମାଦନା ହୃଦେ ପ୍ରୀତି ଦହନ ସିକ୍ତ ଓଠେ ତୃଷ୍ଣା କେତେ ଆଖିଧାରେ ସପନ । ସପନର ବେଳାଭ ନୂଆ ନୂଆ ଉନ୍ମାଦନା ହୃଦେ ପ୍ରୀତି ଦହନ ସିକ୍ତ ଓଠେ ତୃଷ୍ଣା କେତେ ଆଖିଧାରେ ସପନ । ...
ତା' ବିରହ ବେଦନା ଜ୍ୱାଳାରେ ମୁହିଁ ଜଳି ମରେ କ୍ଷଣ କ୍ଷଣ ମନର ନିଭୃତ କୋଣରେ ଶବ୍ଦ ତୋଳେ ତା' କର ତା' ବିରହ ବେଦନା ଜ୍ୱାଳାରେ ମୁହିଁ ଜଳି ମରେ କ୍ଷଣ କ୍ଷଣ ମନର ନିଭୃତ କୋଣରେ ଶବ୍ଦ...