ଜୀବନ ରାଗ ୨୫
ଜୀବନ ରାଗ ୨୫
ସ୍ନେହ ପ୍ରେମର ଅମୂଲ୍ୟ ବନ୍ଧନ
ଅମାପ ଅଭୁଲା ସେଇ
ସ୍ତ୍ରୀ ପିଲା ବନ୍ଧୁ ଜଗତ ଆବୋରି
ମନ ମାରି ଜୀଉଁଥାଇ ।
ବାହୁବଳୀ ଏଠି ହୁଏ ଧରାଶାୟୀ
ତଥାପି ଚେତେନି କୂପେ ପଡ଼ିଥାଇଁ
ମୋହ ମାୟାର ଫାଶେ ରସଇ
ଦେଖେ ସାକ୍ଷୀ ସମୟ ରହିଛି ଚାହିଁ ।
ସ୍ନେହ ପ୍ରେମର ଅମୂଲ୍ୟ ବନ୍ଧନ
ଅମାପ ଅଭୁଲା ସେଇ
ସ୍ତ୍ରୀ ପିଲା ବନ୍ଧୁ ଜଗତ ଆବୋରି
ମନ ମାରି ଜୀଉଁଥାଇ ।
ବାହୁବଳୀ ଏଠି ହୁଏ ଧରାଶାୟୀ
ତଥାପି ଚେତେନି କୂପେ ପଡ଼ିଥାଇଁ
ମୋହ ମାୟାର ଫାଶେ ରସଇ
ଦେଖେ ସାକ୍ଷୀ ସମୟ ରହିଛି ଚାହିଁ ।