STORYMIRROR

Shaktiprada Mohapatra

Inspirational

2  

Shaktiprada Mohapatra

Inspirational

ଜୀବନ: ଚଉପଦ

ଜୀବନ: ଚଉପଦ

1 min
14.1K


ନୀଳକାନ୍ତ ଆକାଶ, ସୁଖର ଆକାଶ

ଅନ୍ତରଂଗ ବାସ୍ନା ,ଵିଷଣ୍ଣ ଵତାସ!

ସ୍ୱାଭିିମାନର ଘର୍ଘର ଶଵଦ,

ଆବେଗରେ ଗଦ୍-ଗଦ୍...

ଲେଖାହୁୁଏ ମୋ' ଜୀବନର -

ଭାଗବତ- ଚଉପଦ।

ସ୍ନିିିଗ୍ଧ-ଶୀତଳ ଜଳ,ସଦା ଛଳଛଳ

ତୃଷ୍ଣ। ମେଣ୍ଟି ବାର ତୃଷ୍ଣା, ଝରୁଥାଏ ନିରନ୍ତର...

ବର୍ତ୍ତମାନ ମୁହୂର୍ତ୍ତ; ମାଦକରେ ହୁଏ ଉଦବୁଦ୍ଧ...।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational