STORYMIRROR

Shaktiprada Mohapatra

Others

2  

Shaktiprada Mohapatra

Others

ପ୍ରିୟ ଛଦ୍ମବେଶୀ

ପ୍ରିୟ ଛଦ୍ମବେଶୀ

1 min
2.9K


ଏବେ ମୁଁ ଶୂନ୍ୟ ପ୍ରତିମାଟିଏ

ହସରେ ଲୁହରେ ବିଗଳିତ ହେଲା ପରେ,

ସଂଗୁପ୍ତ କାମନାର ତୁଳୀରେ।

ଦିଅ ଜୀବନ୍ୟାସ ମୋତେ,

ବଞ୍ଚିବାକୁ ଦିଅ ନୂଆ ବାହାନାଟିଏ।

ତୁମକୁ ଏତେ ବିଶ୍ଵାସ କରିସାରିଛି ଯେ,

ନା ତୁମକୁ କହିପାରୁଛି-

ଛଦ୍ମବେଶୀ...

ନା କରିପାରୁଛି ନିଜର ,

ଗୋପନ ବିଶ୍ୱାସରେ ନିଜକୁ ପରଖୁଛି

ପ୍ରତ୍ୟେକ ଥର ।

** * *


Rate this content
Log in