Debasmita jena
Fantasy
ଜହ୍ନର ଠିକଣା ଥିଲେ
ଲେଖିଥାନ୍ତି ପ୍ରଶ୍ନ ଟିଏ
ତୋ ଦେହରେ ଏତେ କଳଙ୍କ ଥାଇ ବି
ପ୍ରଶଂସା ତୋର ସବୁରି ମୁଖରେ
ମୋ ଦେହରେ କେବେ ଯଦି ଲାଗିଯାଏ
କଳା ଦାଗ ଟିଏ
ଅପବାଦ ଗଡୁଥାଏ ଦାଣ୍ଡରେ ହାଟରେ ।
ଜହ୍ନ
ଅବଲମ୍ବନ କରୁଥିଲେ ବି ଯେତେ ସେ କୃତିମତା କାର୍ଯ୍ୟକଳାପ ଚିହ୍ନାଇ ଦିଏ ତା’ର ଅନ୍ତର କଥା । ମନର ଭ ଅବଲମ୍ବନ କରୁଥିଲେ ବି ଯେତେ ସେ କୃତିମତା କାର୍ଯ୍ୟକଳାପ ଚିହ୍ନାଇ ଦିଏ ତା’ର ଅନ୍ତର କ...
ଅହଂକାର, ଈର୍ଷା, ରାଗ, ଦ୍ବେଷ, ହିଂସା ଦେହୀଟିକୁ ଶୋଭା ନୁହେଁ ଚେତନ ହୋଇକି ଚେତା ନଜଗାଇ ଜନ୍ମ କି ସ ଅହଂକାର, ଈର୍ଷା, ରାଗ, ଦ୍ବେଷ, ହିଂସା ଦେହୀଟିକୁ ଶୋଭା ନୁହେଁ ଚେତନ ହୋଇକି ଚେତା ନଜଗାଇ...
ବୋଉ ପାଟିରୁ ଏ ବଚନ ଶୁଣି ବୁଲେ ମୋ ମୁଣ୍ଡ, ସ୍ତ୍ରୀ ପ୍ରେମେ ହୁଏ ପାଗଳ ଖୋଲେନା ମୋ ତୁଣ୍ଡ l ଚାହୁଁ ବୋଉ ପାଟିରୁ ଏ ବଚନ ଶୁଣି ବୁଲେ ମୋ ମୁଣ୍ଡ, ସ୍ତ୍ରୀ ପ୍ରେମେ ହୁଏ ପାଗଳ ଖୋଲେନା ମୋ ତୁଣ୍ଡ l...
ନଦୀ ନିକଟ ରେ ବନେ ନାନା ପଶୁ ପକ୍ଷୀ ହର୍ଷିତ ମନ ରେ ନାନା ଫୁଲ ଫଳ ଭକ୍ଷୀ । ଶସ୍ୟ କ୍ଷେତ , ଉଦ୍ୟାନ ନଦୀ ନିକଟ ରେ ବନେ ନାନା ପଶୁ ପକ୍ଷୀ ହର୍ଷିତ ମନ ରେ ନାନା ଫୁଲ ଫଳ ଭକ୍ଷୀ । ଶସ୍ୟ କ...
ହାରିଛି ଏ ଚିଲିକା ଅନେକ ଅମାନିଆ ମନକୁ , ତା ବିରହେ କେତେ ଯେ ଚାପିଛି ଲୋତକକୁ । ତା ସୌନ୍ଦର୍ଯ୍ୟ ମେଲ ହାରିଛି ଏ ଚିଲିକା ଅନେକ ଅମାନିଆ ମନକୁ , ତା ବିରହେ କେତେ ଯେ ଚାପିଛି ଲୋତକକୁ । ତା ସୌନ୍ଦର୍...
ତାର ସନ୍ତାପିତ ମନରେ ସଭିଙ୍କ ବିଚ୍ଛେଦର ସେଇ ଦାରୁଣ ଦୁଃଖକୁ ତୁମେ କି ଜାଣିଛ ଗୋଟେ କବିର ଜୀବନ କ ତାର ସନ୍ତାପିତ ମନରେ ସଭିଙ୍କ ବିଚ୍ଛେଦର ସେଇ ଦାରୁଣ ଦୁଃଖକୁ ତୁମେ କି ଜାଣିଛ ଗୋଟେ କବିର ଜୀ...
ପ୍ରାର୍ଥନା ଏତିକି ଆମର ହେ ଏକବିଂଶ କର ଟିକେ କର୍ଣ୍ଣାଗୋଚର ଶାନ୍ତି ସୁଖ ଐକ୍ୟ ପ୍ରତିଷ୍ଠା ପୂର୍ବକ ବୃ ପ୍ରାର୍ଥନା ଏତିକି ଆମର ହେ ଏକବିଂଶ କର ଟିକେ କର୍ଣ୍ଣାଗୋଚର ଶାନ୍ତି ସୁଖ ଐକ୍ୟ ପ୍ରତିଷ୍ଠା ପୂ...
ମିଳନ ପିଆସୀ ବିରହି ସପନ ସତ ଯେବେ ଯାଏ ହୋଇ କୋଟିନିଧି ଅବା ସରଗର ଶଶି ହାତେ ଖେଳେ ଧରା ଦେଇ ।। ମିଳନ ପିଆସୀ ବିରହି ସପନ ସତ ଯେବେ ଯାଏ ହୋଇ କୋଟିନିଧି ଅବା ସରଗର ଶଶି ହାତେ ଖେଳେ ଧରା ଦେଇ ।।
ଖାସ୍ ତାରି ପାଇଁ ତ ଆତ୍ମା ବୀଣା ତାରେ ସେ ଯେ ଆପଣାର ସ୍ଵନ ଥିଲା , ପଞ୍ଚମ ରାଗଟେ ଥିଲା ପୁଣି ଶ୍ରଦ୍ଧ ଖାସ୍ ତାରି ପାଇଁ ତ ଆତ୍ମା ବୀଣା ତାରେ ସେ ଯେ ଆପଣାର ସ୍ଵନ ଥିଲା , ପଞ୍ଚମ ରାଗଟେ ଥିଲା ପୁ...
ମୁଁ ଏଇ ଜୀବନ ମରୁରେ ମରୂଦ୍ଯାନର ଆଶେ ମୁଁ ଏଇ ଜୀବନ ମରୁରେ ମରୂଦ୍ଯାନର ଆଶେ
ମହା କାର୍ତ୍ତିକର ମହାନ ମାସ ପୂଣ୍ୟ ମନାସିବା ଏକାଠି ଆସ | ମହା କାର୍ତ୍ତିକର ମହାନ ମାସ ପୂଣ୍ୟ ମନାସିବା ଏକାଠି ଆସ |
କବିତାର ଭାଷା ଅଟ ଯେ ତୁମେ l ମୋ ଲେଖିବାର କାରଣ ତୁମେ l କବିତାର ଭାଷା ଅଟ ଯେ ତୁମେ l ମୋ ଲେଖିବାର କାରଣ ତୁମେ l
କବିତା ଲେଖା ନହେଲା ନାହିଁ କବିତା ଲେଖା ନହେଲା ନାହିଁ
ଆପ୍ ଙ୍କ ଏ ଦୁନିଆ .... ଆପ୍ ଙ୍କ ଏ ଦୁନିଆ ....
ଏଇ ଜନମରେ ମିଳନ ନ ହେଉ ବଢୁ ପ୍ରତୀକ୍ଷାର ଧାରା ତଥାପି ବି ଭଲ ପାଉଛି ତୁମକୁ ଭଲ ପାଇବି ଜୀବନସାରା । ଏଇ ଜନମରେ ମିଳନ ନ ହେଉ ବଢୁ ପ୍ରତୀକ୍ଷାର ଧାରା ତଥାପି ବି ଭଲ ପାଉଛି ତୁମକୁ ଭଲ ପାଇବ...
ଅନୁଭବର ଚରମ ସୀମାରେ ଅଧିକରୁ ଅଧିକ ପାଇବାର ଆଶାରେ ଅଭ୍ୟାସର ସ୍ପର୍ଶରେ ଆସି ରାଜୁତି କରିବସନ୍ତି ... ଅନୁଭବର ଚରମ ସୀମାରେ ଅଧିକରୁ ଅଧିକ ପାଇବାର ଆଶାରେ ଅଭ୍ୟାସର ସ୍ପର୍ଶରେ ଆସି ରାଜୁତି ...
ସ୍ମୃତି କେବେ ଫେରେ ଅମାନିଆଁ ହୋଇ ସେଇ ଝଂକା ବାର ତଳେ ସ୍ମୃତି କେବେ ଫେରେ ସଜଳ ଆଖିରେ .. ସ୍ମୃତି କେବେ ଫେରେ ଅମାନିଆଁ ହୋଇ ସେଇ ଝଂକା ବାର ତଳେ ସ୍ମୃତି କେବେ ଫେରେ ସଜଳ ...
ତୁମେ ଯଦି ହୁଅ ଅଞ୍ଜନର ଗାର ମୁଁ ହେବି ମୃଗନୟନୀ ତୁମେ ଯଦି ହୁଅ ସୁର ଲୟ ତାଳ ମୁଁ .... ତୁମେ ଯଦି ହୁଅ ଅଞ୍ଜନର ଗାର ମୁଁ ହେବି ମୃଗନୟନୀ ତୁମେ ଯଦି ହୁଅ ସୁର ଲୟ ତାଳ ...
ସ୍ବପ୍ନର ଉଈହୁଙ୍କା ଭାଙ୍ଗିଗଲା ପରେ ଜୀବନର ଯେତକ ଭଗ୍ନାଂଶ ଭୁଲ ହୋଇଯାଏ କେତେବେଳେ ସମାହିତ ତ ଆଉ.. ସ୍ବପ୍ନର ଉଈହୁଙ୍କା ଭାଙ୍ଗିଗଲା ପରେ ଜୀବନର ଯେତକ ଭଗ୍ନାଂଶ ଭୁଲ ହୋଇଯାଏ କେତେବେଳେ ସମା...
କେତେ କାଳଜୟୀ ରଚିଛି କାହାଣୀ, ଲେଖକ ହାତରେ କଲମ ଧରି।। କେତେ କାଳଜୟୀ ରଚିଛି କାହାଣୀ, ଲେଖକ ହାତରେ କଲମ ଧରି।।