STORYMIRROR

Gayatri Sethy

Abstract

2  

Gayatri Sethy

Abstract

ହୋଲି

ହୋଲି

1 min
122

ବରଷକୁ ଥରେ ଆସିଛି ହୋଲି,

ଖୁସିରେ ଖେଳିବା ହୋଇଣ ମେଳି

ନାଲି, ହଳଦିଆ, ନୀଳ ଅବିର,

ଦେହେ ବୋଳି ହେବା ହୋଇ ବିଭୋର

ସବୁ ମତାନ୍ତର ଭୁଲିଯିବା ଆଜି,

ସଭିଏଁ ଖେଳିବା ଖୁସିରେ ନାଚି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Gayatri Sethy

ହୋଲି

ହୋଲି

1 min ପଢ଼ନ୍ତୁ

Similar oriya poem from Abstract