STORYMIRROR

Abhilipsa Samal

Inspirational

3  

Abhilipsa Samal

Inspirational

ହେ ପ୍ରଭୁ

ହେ ପ୍ରଭୁ

1 min
232

ହେ ମାଧବ, ହେ ମଧୁସୂଦନ 

ହେ ଦାମୋଦର, ହେ କାଳିଆ ଠାକୁର !

କେମିତି ବୁଝ ପ୍ରଭୁ ସଭିଙ୍କ ଅନ୍ତର ?

ଇଛା ମୟ ପ୍ରଭୁ ତୁମେ ଜଗତ ଈଶ୍ୱର !

କେ ବୁଝି ପାରିବ ପ୍ରଭୁ ଏ ଲୀଳା ତୁମର ?

ବିନା ଭକ୍ତ ରେ ତୋ ରଥ ଯାତରା 

କେମିତି ସହିଚୁ କହ କାଳିଆ ?

ଆମରି ନାଆର ତୁ ନାଉରୀ

କେମିତି ହସୁଚୁ ତୁ କିରିକିରି !


Rate this content
Log in

Similar oriya poem from Inspirational