ହେ ପ୍ରଭୁ
ହେ ପ୍ରଭୁ


ହେ ମାଧବ, ହେ ମଧୁସୂଦନ
ହେ ଦାମୋଦର, ହେ କାଳିଆ ଠାକୁର!!!
କେମିତି ବୁଝ ପ୍ରଭୁ ସଭିଙ୍କ ଅନ୍ତର???
ଇଚ୍ଛା ମୟ ପ୍ରଭୁ ତୁମେ ଜଗତ ଈଶ୍ୱର!!!
କେ ବୁଝି ପାରିବ ପ୍ରଭୁ ଏ ଲୀଳା ତୁମର???
ବିନା ଭକ୍ତରେ ତୋ ରଥ ଯାତରା
କେମିତି ସହିଚୁ କହ କାଳିଆ???
ଆମରି ନାଆର ତୁ ନାଉରୀ
କେମିତି ହସୁଚୁ ତୁ କିରିକିରି???