Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MANOJ PRADHAN

Classics Others

3  

MANOJ PRADHAN

Classics Others

ହେ ବାଗଦେବୀ

ହେ ବାଗଦେବୀ

1 min
173


ହେ ବାଗ୍ ଦେବୀ ତୁମେ ଜଗତ ଇଶ୍ୱରୀ,

ସିତଛଦ ବାହିନୀ ହେ ତୁମେ ମାହେଶ୍ୱରୀ ।।

ତୁମ୍ଭେ ସୃଷ୍ଟି ତୁମ୍ଭେ ସ୍ଥିତି ତୁମେ ହିଁ ବିଲୟ,

ସକଳ ଜଗତେ ରଖେ ତୁମ୍ଭ ପାଦେ ଲୟ ।।


ସୃଷ୍ଟି ର ରକ୍ଷା ପାଇଁ ଦୁଷ୍ଟ ଜନ ଙ୍କୁ ସଂହାର,

ସରସ୍ଵତୀ ରୂପେ ଜ୍ଞାନ ବିତରଣ କର ।।

ଜାଣେନାହିଁ ପୂଜାବିଧି ଜାଣେନା ଆରତୀ,

ଅନ୍ତରରେ ରହିଥାଉ ସର୍ବଦା ଭକତି ।।


ଶତକୌମ୍ଭ ପ୍ରାୟେ ତୁମ ଶ୍ରୀମୁଖମଣ୍ଡଳ,

କି ଦେଇ ପୂଜିବି ଅବା ସେ ପଦ ଯୁଗଳ ।।

ମୁଁ ଜଣେ ମାର୍ଗିକ ମାଆ ତୁମେ ମୋ ମାର୍ଗିଣୀ,

ସୁଦୟା କର ଶରଣ୍ୟା ଶତଦଳବାସିନୀ ।।


Rate this content
Log in

More oriya poem from MANOJ PRADHAN

Similar oriya poem from Classics