STORYMIRROR

Subhanarayan Satapathy

Inspirational Others Children

4  

Subhanarayan Satapathy

Inspirational Others Children

ଗୁରୁ

ଗୁରୁ

1 min
3

ଗୁରୁ ମାତା ଗୁରୁ ପିତା
ଗୁରୁ ସହୋଦର
ଜ୍ଞାନବନ୍ତ ଗୁରୁଦେବ
ଜୀବନ୍ତ ଇଶ୍ଵର l

ଶିକ୍ଷାଠାରୁ ଶିଷ୍ଟାଚାର
ଆଦର୍ଶ ଓ ନୀତି
ଗୁରୁଙ୍କ ଅମୂଲ୍ୟ ବାଣୀ
ଶିଷ୍ୟର ଶକତି l

ଗୁରୁ ସଦା ଜଗତରେ
ଅଭୟର ଦାତା
ଶିକ୍ଷା ମନ୍ଦିରେ ଦିଅନ୍ତି
ବିଦ୍ୟାର ବାରତା l

ତାଙ୍କ ଶିକ୍ଷା ତାଙ୍କ କଥା
ପ୍ରତି ଦେଲେ ଧ୍ୟାନ
ସଫଳତା ମିଳେ ପୁଣି
ପୂର୍ଣ୍ଣହୁଏ ସପନ l

ଜ୍ଞାନ ଯୋଗୁଁ ସୃଷ୍ଟିରେ ସେ
ସବୁଠାରୁ ଗରୁ
ପ୍ରଣାମ ଜଣାଏ ତାଙ୍କୁ
ସିଏ ପରା ଗୁରୁ l 


Rate this content
Log in

Similar oriya poem from Inspirational