STORYMIRROR

Shibanee Sahu

Inspirational

2  

Shibanee Sahu

Inspirational

ଗୁରୁ

ଗୁରୁ

1 min
254

ଗୁରୁ ହିଁ ଈଶ୍ୱର

ଗୁରୁ ସର୍ବମୟ ସିଦ୍ଧି

ଅଖିଳ ନିଖିଳ ।


ଗୁରୁପଦେ ଧ୍ୟାନ

ଗୁରୁ ପାଦେ ଜ୍ଞାନ

ଗୁରୁ ହିଁ ତ ଦେବ ଦେବେଶ୍ୱର ।


ତାଙ୍କରି ଚରଣେ 

ଏ ଜୀବନ ମୋର

କରିଛି ମୁଁ

ସଦା ରତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shibanee Sahu

ଗୁରୁ

ଗୁରୁ

1 min ପଢ଼ନ୍ତୁ

Similar oriya poem from Inspirational