STORYMIRROR

Jai Ram

Inspirational

3  

Jai Ram

Inspirational

ଗୁରୁ ହିଁ ପରମ ମିତ୍ର

ଗୁରୁ ହିଁ ପରମ ମିତ୍ର

1 min
40



ଗୁରୁ ବିନା ଜଗତେ ନାହିଁ କିଛି ସିଦ୍ଧି 

ଗୁରୁ ହିଁ ପରମ ପୂଜ୍ୟ.... 

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ଗୁରୁ ହିଁ ମହେଶ୍ୱର 

ସତେ ପ୍ରମାଣ କରିଛ ହେ ଦେବ....l 


ଫୁଲ ନାହିଁ ମୋ ପାଖେ କି ଚନ୍ଦନ ନାହିଁ 

ତାଙ୍କୁ ପୁଜେ ମୁଁ ମୋ ହୃଦୟରେ 

ସତେ କି ମିଳିବେ ଏପରି ଯିଏ 

ଦେଖାନ୍ତି ବାଟ ତାଙ୍କ ଦିବ୍ୟଚିନ୍ତନରେ...


ଥିଲେ ପାଶେ ଯେବେ ପଶରା ହୋଇକି 

ବୁଝି ମୁଁ ପାରେନି ସତେ 

ହାତ ଛାଡିଦେଲା ପରେ ସେ ଅଭୁଲା ସ୍ମୃତି 

ମାନସ ପଟରେ ଖୋଜେ.. ।


Rate this content
Log in

Similar oriya poem from Inspirational