ଏକେଲା ମରିନି ସୈନିକ
ଏକେଲା ମରିନି ସୈନିକ
ଏକେଲା ମରିନି ସୈନିକ
ଉଜୁଡିଯାଇଛି ମା'ର ପୃଥିବୀ
ଭାଗିଂଯାଇଛି ବାପାର ଆକାଶ
ସୀମନ୍ତିନୀର ସିନ୍ଥିରୁ ବୋହିଯାଉଛି ଟୋପାଟୋପା ରକ୍ତ
ଆଉ
ସେ ରକ୍ତର ସୁଅରେ ଭୁ୍ସୁଡିପଡୁଛି ଭାରତ
ଏ କେମିତିକା ଯୁଦ୍ଧ?
ଏକେଲା ମରିନି ସୈନିକ
ଉଜୁଡିଯାଇଛି ମା'ର ପୃଥିବୀ
ଭାଗିଂଯାଇଛି ବାପାର ଆକାଶ
ସୀମନ୍ତିନୀର ସିନ୍ଥିରୁ ବୋହିଯାଉଛି ଟୋପାଟୋପା ରକ୍ତ
ଆଉ
ସେ ରକ୍ତର ସୁଅରେ ଭୁ୍ସୁଡିପଡୁଛି ଭାରତ
ଏ କେମିତିକା ଯୁଦ୍ଧ?