Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MJ Gaming

Classics

3  

MJ Gaming

Classics

ଦୁହିତା ଦୁଇ କୁଳକୁ ହିତା

ଦୁହିତା ଦୁଇ କୁଳକୁ ହିତା

1 min
181



        

ଦୁହିତା ଦୁଇ କୁଳକୁ ହିତା

ସେ ହିଁ ଜଗତ ଜିତା। 

ଝିଅ ଘରର ପ୍ରଜାପତି

ତା ପାଦର ପାଉଁଜି ଶବ୍ଦରେ

ଘର ପୁରି ଉଠେ

ନାରୀ ଘରର ମେରୁଦଣ୍ଡ

ତାର ଚୁଡିର ରୁଣୁଝୁଣୁ ଶବ୍ଦରେ

ଘରେ ସୁନ୍ଦରତା ଭରିଯାଏ। 

ସେ ମାଆ ସ୍ନେହର ପସରା

ତାର ପଣତକାନିରେ

ସାରା ପରିବାର ବନ୍ଧା ଥାଏ। 

ସେ ଶାଶୁ ଘରର ମୁରବୀ

ତାର ମନରୁ କେହି ନ ପାରନ୍ତି ବାହାରି

ସମସ୍ତଙ୍କ ମନକଥା ଜାଣିଥାଏ। 

ଦୁହିତା ଦୁଇ କୁଳକୁ ହିତା

ତା ବିନା ଜଗତ ପିତା

ସେ ସୃଷ୍ଟି ସ୍ଥିତିର ନିର୍ମାତା

ତା ପାଇଁ ଜଗତରେ ସ୍ଥିରତା। 

ଜବାହର ନବୋଦୟ ବିଦ୍ଯାଳୟ ଗଜପତି।


Rate this content
Log in

Similar oriya poem from Classics